Browsing Category

ରାଜ୍ୟ

ଚଳିତ ଶିକ୍ଷା ବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ନାମଲେଖା

ପୁରୀ: ଶ୍ରୀ ଜଗନ୍ନାଥ ମେଡିକାଲ୍ ଏବଂ ହସ୍ପିଟାଳ୍ ଖୁବ୍ ଶିଘ୍ର ପୂର୍ଣ୍ଣାଙ୍ଗ ରୂପରେଖା ପାଇବ । ବର୍ତମାନ ଏହାର ଆନୁସଙ୍ଗିକ ଭିତିଭୂମିକ ବିକାଶ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀ କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ସମଗରାହ ମୌଜାରେ ନିର୍ମାଣ ହୋଇଛି ମେଡିକାଲ୍ କଲେଜ ।
Read More...

ଧାନ ବିକ୍ରିନେଇ ନଅ ଦିନ ହେଲା ଚାଷୀ ଧାରଣାରେ

ପଦ୍ମପୁର : ଧାନ ବିକ୍ରିହୋଇ ପାରୁନଥିବା ନେଇ ପଦ୍ମପୁର ଉପଖଣ୍ଡର ଚାଷୀମାନେ ଦୀର୍ଘ ନଅ ଦିନ ହେଲା ଆନେ୍ଦାଳନ କରିଆସୁଅଛନ୍ତି । ଉପଜିଲ୍ଲାପାଳଙ୍କ ଅଫିସରେ ତାଳା ପକାଇ ତଥା ଧାନ ଟ୍ରାକ୍ଟରେ ଲଦାହୋଇ ଚାଷୀମାନେ ଧାରଣାରେ ବସିଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ
Read More...

ପୁଅର ମାଡରେ ବାପା ଗୁରୁତର

ବାରଙ୍ଗ-ନନ୍ଦନକାନନ ଥାନା ଅନ୍ତର୍ଗତ ଝିଙ୍କରଡିହ ଗ୍ରାମର ପୂର୍ବାହ୍ନରେ ଏକ ପାରିବାରିକ ଗଣ୍ଡଗୋଳ କେନ୍ଦ୍ର କରି ପୁଅ ନିଜ ବାପାକୁ ମରାଣତ୍ମକ ଆକ୍ରମଣ କରିଥିବା ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।ଖବର ପ୍ରକାଶ ଉକ୍ତ ଗ୍ରାମର ନିରଞ୍ଜନ ସାହୁ(୬୦) ଏବଂ ତାଙ୍କ ପରିବାର ବଡ
Read More...

ରାଜ୍ୟରୁ ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୭୮ରେ ପହଞ୍ଚିଛି। ୩,୩୩,୯୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Read More...

ଓଡିଶା ପାଗରେ ହଠାତ ପରିବର୍ତ୍ତନ

ଭୁବନେଶ୍ୱର : ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି।
Read More...

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି

ଭୁବନେଶ୍ୱର : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ଡିଏମଇଟି ସିବିକେ ମହାନ୍ତି ଆଜି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା
Read More...

କଳା ଶିକ୍ଷକଙ୍କ କେଳେଙ୍କାରୀ

ସାଲେପୁର: କଟକ ଜିଲା ସାଲେପୁର ବ୍ଲକର ଗୋପୀନାଥପୁର ମଡେଲ ହାଇସ୍କୁଲରେ ୪ବର୍ଷ ଧରି ପାର୍ଟଟାଇମ୍ କଳା ଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କୁ କଟକ ମହିଳା ଥାନା ପୁଲିସ୍ ଶୁକ୍ରବାର ଗିରଫ କରିଛି। ତାଙ୍କ ବିରୋଧରେ ୨ ଜଣ ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନା
Read More...

ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା

କଟକ : କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୩ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ
Read More...

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ
Read More...

ଓଡିଶାକୁ ୪ ସପ୍ତାହ ମହଲତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି ହୋଇଛି । ଆନ୍ଧ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଏଏସ୍ଖାନ୍ ୱେଲ୍କର ଓ ଦିନେଶ ମହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମହଲତ ଦେଇଛନ୍ତ । ସୂଚନାଯୋଗ୍ୟ ,
Read More...