Browsing Category

ରାଜ୍ୟ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ, ବିଏସଏଫ ଯବାନ ଗୁରୁତର ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |…
Read More...

ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ | ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ…
Read More...

କ୍ୟାପିଟାଲ ହସ୍ପିଟାଲରେ ହେବ ଆଧୁନିକ ଟ୍ରମା ସେଣ୍ଟର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ସବୁଠୁ ଉତ୍କୃଷ୍ଟ ଟ୍ରମାକେୟାର ୟୁନିଟ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟୋବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚିକିତ୍ସା ପାଇଁ ରହିବ ଅତ୍ୟାଧୁନିକ ବ୍ୟବସ୍ଥା। ଦୁର୍ଘଟଣା ପରେ ଯେଉଁ ଗୋଲଡେନ ଆୱାର ରହିଛି ସେହି ସମୟରେ ମଧ୍ୟ ଚିକିତ୍ସା କରାଯିବ। ଏନେଇ ପଥ…
Read More...

ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳର କଣ୍ଟାବଣିଆ ସ୍ଥିତ ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍‍ ଲିମିଟେନ୍‍) ଗ୍ରୀଡ଼ରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘିଟିଛି। ସକାଳ ପ୍ରାୟ ୭ଟା ସମୟରେ କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସଠିକ୍‍…
Read More...

କୋଭିଡ଼୍‍ ଟୀକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ପୁରୀ: ପୁରୀରେ କୋଭିଡ଼୍‍ ଟୀକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ଗୌଡ଼ବାଡ଼ ସାହିର ରଞ୍ଜିତ କୁମାର ରାଉତ(୫୬)। ସୂଚନା ଅନୁସାରେ, ଗତକାଲି ଦିନ ୩ଟା ବେଳେ ସେ ଟୀକା ନେଇଥିଲେ। ଟୀକା ନେବାର କିଛି ଘଣ୍ଟା ପରେ ତାଙ୍କଠାରେ…
Read More...

ଆଜି ରାଜ୍ୟରୁ ୫୮ ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକରେ ୧୮ଟି ଜିଲ୍ଲାରୁ ଆଉ ୫୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୩୪ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୬ରେ ପହଞ୍ଚିଛି। ଇତି ମଧ୍ୟରେ ୩ ଲକ୍ଷ ୩୪ ହଜାର ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା…
Read More...

ଚଳିତ ଶିକ୍ଷା ବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ନାମଲେଖା

ପୁରୀ: ଶ୍ରୀ ଜଗନ୍ନାଥ ମେଡିକାଲ୍ ଏବଂ ହସ୍ପିଟାଳ୍ ଖୁବ୍ ଶିଘ୍ର ପୂର୍ଣ୍ଣାଙ୍ଗ ରୂପରେଖା ପାଇବ । ବର୍ତମାନ ଏହାର ଆନୁସଙ୍ଗିକ ଭିତିଭୂମିକ ବିକାଶ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀ କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ସମଗରାହ ମୌଜାରେ ନିର୍ମାଣ ହୋଇଛି ମେଡିକାଲ୍ କଲେଜ ।…
Read More...

ଧାନ ବିକ୍ରିନେଇ ନଅ ଦିନ ହେଲା ଚାଷୀ ଧାରଣାରେ

ପଦ୍ମପୁର : ଧାନ ବିକ୍ରିହୋଇ ପାରୁନଥିବା ନେଇ ପଦ୍ମପୁର ଉପଖଣ୍ଡର ଚାଷୀମାନେ ଦୀର୍ଘ ନଅ ଦିନ ହେଲା ଆନେ୍ଦାଳନ କରିଆସୁଅଛନ୍ତି । ଉପଜିଲ୍ଲାପାଳଙ୍କ ଅଫିସରେ ତାଳା ପକାଇ ତଥା ଧାନ ଟ୍ରାକ୍ଟରେ ଲଦାହୋଇ ଚାଷୀମାନେ ଧାରଣାରେ ବସିଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ…
Read More...

ପୁଅର ମାଡରେ ବାପା ଗୁରୁତର

ବାରଙ୍ଗ-ନନ୍ଦନକାନନ ଥାନା ଅନ୍ତର୍ଗତ ଝିଙ୍କରଡିହ ଗ୍ରାମର ପୂର୍ବାହ୍ନରେ ଏକ ପାରିବାରିକ ଗଣ୍ଡଗୋଳ କେନ୍ଦ୍ର କରି ପୁଅ ନିଜ ବାପାକୁ ମରାଣତ୍ମକ ଆକ୍ରମଣ କରିଥିବା ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।ଖବର ପ୍ରକାଶ ଉକ୍ତ ଗ୍ରାମର ନିରଞ୍ଜନ ସାହୁ(୬୦) ଏବଂ ତାଙ୍କ ପରିବାର ବଡ…
Read More...

ରାଜ୍ୟରୁ ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୭୮ରେ ପହଞ୍ଚିଛି। ୩,୩୩,୯୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Read More...