Browsing Category

ରାଜ୍ୟ

୧୯୯୯ ଗଣଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସୋମବାର ଗିରଫ ହୋଇଛି। ଘଟଣାର ୨୨ ବର୍ଷ ପରେ ପରିଚୟ ବଦଳାଇ ପୁଣେରେ ରହୁଥିବା ବିବନକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। …
Read More...

ରାଜ୍ୟରୁ ୬୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୦୦ରେ ସୀମତି ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଛି। ୩,୩୪,୧୦୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ଶିଳ୍ପ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦେଶ

କଟକ : ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଜମି ହରାଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ପାରି ନାହିଁ। ଜମି ହରାଇଥିବା ବ୍ୟକ୍ତିଙ୍କୁ ଓଡ଼ିଶା ରିହାବିଲିଟେସନ୍ ଆଣ୍ଡ ରିସେଟେଲମେଣ୍ଟ ପଲିସି, ୨୦୦୬ ପାଳନ କରି କ୍ଷତିପୂରଣ ପ୍ରଦାନ କରାଯାଇ ନଥିଲା। ଫଳରେ ଜମି…
Read More...

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର: ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ…
Read More...

ପୁରୀରେ ଡିଜେସେଟ୍ ଉପରେ ନିଷେଦ୍ଧାଦେଶ

ପୁରୀ: ପୁରୀ ସହରରେ ହାଇ ସାଉଣ୍ଡ ଡିଜେ ବାଜିବା ଉପରେ ଜିଲ୍ଲା ପୋଲିସ୍ କଡ଼ା କଟକଣା ଜାରି କରିଛି । କୈାଣସି ପରିସ୍ଥିତିରେ ସହରରେ ଡିଜେ ସେଟ୍ ବାଜି ପାରିବ ନାହିଁ । ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିଦେ୍ର୍ଧଶ ଓ ଗାଇଡ଼୍ ଲାଇନ୍ ଆଧାରରେ ଏହି ନିଦେ୍ର୍ଧଶନାମା ଜାରି କରାଯାଇଛି । ନିୟମ…
Read More...

ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଭ୍ୟ ସୁଧିର କୁମାର ସାମଲଙ୍କ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଭାରତ ସରକାରଙ୍କ…
Read More...

ଘରୁ ମା ଓ ପୁଅର ଶବ ଉଦ୍ଧାର

ରାୟଗଡ : ରାୟଗଡ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରର ଏସପିଟି କଲୋନୀରେ ଜଣେ ମହିଳା ପାରିବାରିକ ଜଂଜାଳକୁ ସହ୍ୟ ନ କରି ପାରି ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିବା ବେଳେ ନିଜ ୪ବର୍ଷର ପୁଅକୁ ମଧ୍ୟ ପ୍ରଥମେ ଫାଶି ଦେଇ…
Read More...

କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁୁବନେଶ୍ୱର : ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶନିବାର ରାଜ୍ୟପାଳ…
Read More...

ବିନା ଅନୁମତିରେ ଚାଲିଥିଲା ଯାତ୍ରା, ବନ୍ଦ କଲା ଜିଲା ପ୍ରଶାସନ

ବେଗୁନିଆ: କରୋନା ଭୟାବହତା ପୁଣି ବୃଦ୍ଧି ପାଉଥିବା ବେଳେ ଶତାଧିକ ଦର୍ଶକଙ୍କୁ ନେଇ ବିନା ଅନୁମତିରେ ଚାଲିଥିଲା ଯାତ୍ରା, ଯାହାକୁ ବନ୍ଦ କରିଛି ଜିଲା ପ୍ରଶାସନ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆରେ। ଶନିବାର ରାତିରେ ବେଗୁନିଆରେ ବିନା ଅନୁମତିରେ ଯାତ୍ରା ଚାଲିଥିବା ବେଳେ…
Read More...

ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର। ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଦେଖାଦେଇଛି ଖାଉଟି ଅସନ୍ତୋଷ। କଟକ ଏବଂ ଭୁବନେଶ୍ୱରରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୬୦ ଟଙ୍କା ଥିବା ବେଳେ ଗ୍ରମୀଣ ବଜାର ସେମାନଙ୍କୁ ପିଲୋଗ୍ରାମ ପିଛି ୬୨ରୁ ୬୫ ଟଙ୍କାରେ…
Read More...