Browsing Category

ରାଜ୍ୟ

କୁଖ୍ୟାତ ଗାଡି ଚୋର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ଶୁକ୍ରବାର ଜଣାପଡ଼ିଛି । ବ୍ରହ୍ମପୁର ପୁଲିସ କୁଖ୍ୟାତ ଗାଡି ଚୋର ଏଲ ଶିବା ରେଡିକୁ ଗିରଫ କରିଛି । ତା ନିକଟରୁ ଚୋରି ହୋଇଥବା ୯ଟି ବାଇକ ଓ ସ୍କୁଟି ଜବତ କରାଯାଇଛି । ଶିବାର ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରରେ
Read More...

ମୟୁରଭଞ୍ଜ ସଡ଼କ ଦୁର୍ଘଟଣା ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ
Read More...

ଶ୍ରୀଜୀଉଙ୍କ ଦର୍ଶନ କଲେ କଙ୍ଗନା ରାଣାୱତ

ହିନ୍ଦୀ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗତ ରାତିରେ ସେ ପୁରୀରେ ପହଞ୍ଚିଥିଲେ। ଆଜି ସକାଳେ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ସମୁଦ୍ରକୂଳ
Read More...

ବିରୋଧୀଙ୍କ ହଟ୍ଟଗୋଳ ଜାରି

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଆଜି ଦ୍ୱିତୀୟ ଦିନ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦୁଇ ଦୁଇ ଥର ମୁଲତବି ହୋଇଛି ଗୃହ। ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ବେଳେ ସ୍ଥିତି ଅପରିବର୍ତ୍ତିତ ରହିବାରୁ ଦ୍ୱିତୀୟ ଥର ପାଇଁ ଅପରାହ୍ନ ୪ଟା ଯାଏଁ
Read More...

୧୭ ଜିଲାରୁ ୬୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୧, ସ୍ଥାନୀୟ ୨୨। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୧୩କୁ ବୃଦ୍ଧି ପାଇଛି। ୩,୩୩,୮୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୮
Read More...

୧ ଟଙ୍କା ଫି’ ନେଇ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି

ବୁର୍ଲା: ଗରିବ ରୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ଅଭିନବ ଉଦ୍ୟମ । ନିଜ ଭଡ଼ା ଘରେ ଆରମ୍ଭ କରିଛନ୍ତି ଟଙ୍କାକିଆ ରୋଗୀ ଦେଖା । ମାତ୍ର ୧ ଟଙ୍କା ଦେଇ ଗରିବ ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି । ଏମିତିକି ଡାକ୍ତରଙ୍କ ସହଧର୍ମିଣୀ ମଧ୍ୟ ଏଥିରେ
Read More...

ବିଧାନସଭା ପାଇଁ ଟ୍ରାଫିକ ରୁଟ୍ କଟକଣା

ଭୁବନେଶ୍ୱର: ବିଧାନସଭା ଅଧିବେଶନ ବେଳେ ଆତ୍ମଦାହ ଉଦ୍ୟମ ଘଟଣା ବୃଦ୍ଧି ପାଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରଫିକ କଟକଣା ନିମନ୍ତେ ନିଷ୍ପତି ନିଆଯାଇଛି । ଏହି କଟକଣା ବିଧାନସଭା ଅଧିବେଶନର କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ
Read More...

ଆରମ୍ଭରୁ ଅଚଳ

ଭୁବନେଶ୍ୱର: ବିଧାନସଭାର ଷଷ୍ଠ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ହଙ୍ଗାମା ଯୋଗୁଁ ବିଧାନସଭା ପ୍ରଥମ ଦିନରୁ ଅଚଳ ହୋଇପଡିଛି । ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି
Read More...

ଶାବର ଶ୍ରୀ କ୍ଷେତ୍ରରେ ରଥକାଠ ଅନୁକୂଳ

କୋରାପୁଟ : ପବିତ୍ର ଶ୍ରୀ ପଚଂମୀ ତିଥିରେ ଶାବର ଶ୍ରୀ କ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ତିନୋଟି ରଥ ପାଇଁ ପହଂଚିଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି । ୨୦୧୯ ମସିହାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ତିନୋଟି ରଥରେ ଘୋଷଯାତ୍ରା ଆୟୋଜିତ ହୋଇଥିଲା । ଏହାପରେ ପ୍ରତିବର୍ଷ
Read More...

ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଖଣ୍ଡିକନପା

ବୌଦ୍ଧ : ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲାରେ ଭରିରହିଛି ଝରଣା,ନଦ ନଦୀ ,ପାହଡ ଓ ଜଳାଶୟ ଭଳି ଅନେକ ମନୋରମ ସ୍ଥାନ ।ଏହି ସ୍ଥାନ ମାନଙ୍କ ମଧ୍ୟରେ ସଗଡା ପଞ୍ଚାୟତ ଖଣ୍ଡିକନପା ଗ୍ରାମ ।ଗ୍ରାମର ଚର୍ତୁପାଶ୍ୱର୍ରେ ସବୁଜ ବନାନୀ ଘେରି ରହିଥିବା ବେଳେ ଗାଁ ନିକଟରେ କୁଳୁକୁଳୁ ନାଦରେ ବହିଯାଇଛି
Read More...