Browsing Category

ରାଜ୍ୟ

ପୋଲରୁ ତଳକୁ ଖସିଲା ଅଟୋ ; ୨ ମୃତ, ୭ ଆହତ

ବରଗଡ : ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ପୋଲରୁ ତଳକୁ ଅଟୋ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ବରଯାତ୍ରୀ ନେଇ ଫେରୁଥିବା ବେଳେ ଉକ୍ତ ଅଟୋଟି ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଉଦ୍ଧାର
Read More...

ଏମିତି ଆସିଲା ମୃତ୍ୟୁ: ଘର ଆଗରେ ଛିଡ଼ା ହୋଇଥିଲେ ଚଢ଼ିଗଲା କାର୍

ବାଲିଗୁଡ଼ା : ଏମିତି ଆସିଲା ମୃତ୍ୟୁ। ଘର ଆଗରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ମାଖନ
Read More...

୧୩ ଜିଲାରୁ ନାହାନ୍ତି ନୂଆ ପଜିଟିଭ ; ୧୭ ଜିଲାରୁ ୭୫ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୭୫ ନୂଆ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୬, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୬,୩୯୭କୁ ବୃଦ୍ଧି ପାଇଛି। ୩,୩୩,୭୦୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ମାସକରେ ୫୦ ବାଇକ୍ ଚୋରି: ଜିପିଏସ୍ ଟ୍ରାକର ଲଗାଇବାକୁ ପରାମର୍ଶର୍

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବାଇକ୍ ଲୁଟିଆ । ପରେ ଚୋରି ଓ ଳୁଟପାଟ ବୃଦ୍ଧି ପାଇବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଯେଉଁ ଆଶଙ୍କା କରିଥିଲେ । ତାହା ଏବେ ଦେଖିବାକୁ ମିଳିଛି । ରାଜଧାନୀରେ ବାଇକ୍ ଚୋରି ବୃଦ୍ଧି ପାଇଛି । ଏକ ଆକଳନ ଅନୁସାରେ ବର୍ଷର ପ୍ରଥମ ଜାନୁଆରୀ ମାସରେ ରାଜଧାନୀରୁ
Read More...

ବିଏମ୍ସି ବାଂଟିବ ବଳକା ଖାଦ୍ୟ

ଭୁବନେଶ୍ୱର: ଆଉ ଡଷ୍ଟବିନ୍ରେ ପଡିବନି ବଳକା ଖାଦ୍ୟ । ରାସ୍ତାକଡରେ ପଡି ପରିବେଶ ଅପରିବେଶ ଅପରିଷ୍କାର ହେବନି । ଏଣିକି ବିଏମ୍ସି ଲୋକଙ୍କ ନିକଟରେ ପହଂଚି ବଳକା ଖାଦ୍ୟ ସଂଗ୍ରହ କରିବ । ଏଥିନିମନ୍ତେ ଏକ ୨୪ ଘଂଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ । ଉକ୍ତ ନମ୍ବରକୁ ଯୋଗାଯୋଗ କଲେ
Read More...

୨୦ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ,
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ତ୍ରୀକୁ ହତ୍ୟା

ଟିଟିଲାଗଡ଼: ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁ ର ଠାକୁରମୁନି ମହାନନ୍ଦଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳା ର ପରିବାର ଲୋକେ । ଅଭିଯୋଗ ଅନୁଯାୟୀ ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁ ର ଦୀପ୍ତି ମହାନନ୍ଦ
Read More...

ପର୍ଯ୍ୟଟକଙ୍କଠାରୁ ଚେନ୍ ଲୁଟ୍ ଉଦ୍ୟମ : ୫ ଡକାୟତ ଗିରଫ

ପୁରୀ: ଜିରୋ ଟଲେରାନ୍ସ ଟୁ କ୍ରାଇମ୍ ନାରା ଦେଇ ପୁରୀ ପୋଲିସ୍ ସହରକୁ ଏବେ ଅପରାଧମୁକ୍ତ କରିବା ପାଇଁ ଏବେ ଆକ୍ସନ ଓରିଏଣ୍ଟେଡ଼୍ ହୋଇଛି । ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବା କୁଖ୍ୟାତ ଅପରାଧିମାନଙ୍କୁ ଦମନ କରିବା ପାଇଁ ଏବେ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିଛି । ଗତକାଲି
Read More...

ଶ୍ରୀମନ୍ଦିର ଉତର ଦ୍ୱାରରେ ରକ୍ତଛିଟା

ପୁରୀ: ଶ୍ରୀମନ୍ଦିର ଉତର ଦ୍ୱାରରେ ପଡିଲା ରକ୍ତ ଛିଟା । ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଘଟିଛି ଏମିତି ଏକ ଘଟଣା । ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛି । ତାଙ୍କ ନାଁ ଦାମୋଦର ଗୋଚ୍ଛିକାର ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଡାକ୍ତରଖାନାରେ
Read More...

ଥାନା ହାଜତରେ ଅଭିଯୁକ୍ତ କାଟିଲା ବେକ, ହାତ

ପୁରୀ: ପୁରୀ ତାଳବଣିଥାନାରେ ହାଜତ ମୃତ୍ୟୁ ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ଏକ ଅଭାଭନିୟ ଘଟଣା ଘଟିଛି । ଡକାୟତି ମାମଲାରେ ଗିରଫ ଜଣେ ଅଭିଯୁକ୍ତ ହାଜତ ଭିତରେ ମଶା କଏଲ୍ ଷ୍ଟାଣ୍ଡରେ ନିଜର ବେକ ଓ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ପୋଲିସ ତାକୁ ଉଦ୍ଧାରକରି
Read More...