Browsing Category

ରାଜ୍ୟ

୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ଛାଡ

ନୂଆଦିଲ୍ଲୀ : ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ। ଆୟକର ବିବାଦର ଅନ୍ତ ଘଟାଇବା ପାଇଁ ଏକ କମିଟି ଗଠନ କରାଯିବ, ଏକ ଫେସଲେସ କମିଟି ଗଠନ କରାଯିବ। ଅନ୍ୟ ପକ୍ଷରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ
Read More...

କଟକ ତୁଳସୀପୁରର ସନ୍ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ : କଟକ ତୁଳସୀପୁରର ଏକ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୁଳସୀପୁରର ସନ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସନ୍ ହସ୍ପିଟାଲରେ ୪ର୍ଥ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ମୃତାହତ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ
Read More...

ଶହେରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୭, ସ୍ଥାନୀୟ ୩୨। ମୋଟ ପଜିଟିଭ ୩,୩୫,୧୫୧କୁ ବୃଦ୍ଧି ପାଇଛି। ୩,୩୨,୧୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୦୮୯ ସକ୍ରିୟ ଆକ୍ରାନ୍ତ
Read More...

ବେଆଇନ ରାସ୍ତା ନିର୍ମାଣ : ୩ଗିରଫ

ଚମ୍ପୁଆ: ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ ମଝିରେ ଗଛକାଟି ମେସିନ ସାହାଯ୍ୟରେ ଖଣିଜ ଦ୍ରବ୍ୟ ପରିବହନ କରିବାକୁ ଯୋଜନା କରି ଏକ ରାସ୍ତା କାମ କରାଯାଉ ଥିଲା ।ବେଆିଇନ ଗଛ କଟା ଓ ରାସ୍ତା କାମକୁ ନେଇ ବାମେବାରୀ ବନପାଳ ୩ଜଣକୁ ଗିରଫ କରିଥିବା ଜଣାଯାଇଛି ମିଳିଥିବା ସୂଚନା ଅନୁସାରେ ବାମେବାରୀ
Read More...

ସ୍ୱାମୀର ମାଡରେ ପତ୍ନୀର ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ହାଟଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମଦ୍ୟପ ସ୍ୱାମୀଙ୍କ ମାଡରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏନେଇ ଥାନାରେ ଅଭିଯୋଗ ହେବାପରେ ପଟାଙ୍ଗି ପୋଲିସ ଅଭିଯୁକ୍ତକୁ ଗରିଫ କରିବାସହ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର
Read More...

ରାୟଗଡ ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା

ରାୟଗଡ- ରାୟଗଡା ଜିଲ୍ଲା ବିଜେପି ଟିମ ଘୋଷଣା ହୋଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନ ପରେ ଆଜି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ନୂତନ କାର୍ଯ୍ୟକର୍ତାଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି । ନୂତନ ଟିମରେ ୮ ଜଣ ଉପ-ସଭାପତି, ୩ ଜଣ ସାଧାରଣ ସଂପାଦକ ଓ ୮ ଜଣ ସଂପାଦକଙ୍କ ନାମ
Read More...

ଦୟା କରୁଣାର ଅବତାର ଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହତ୍ମା ଗାନ୍ଧୀ ସ୍ମାରକୀ ଐତିହ୍ୟ ନ୍ୟାସ ପକ୍ଷରୁ ଆୟୋଜିତ ୧୦ମ ଶହୀଦ ଦିବସ ଭଜନ ସନ୍ଧ୍ୟାକୁ ବୁଦ୍ଧମନ୍ଦିରଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କଳିଙ୍ଗ ଫାଉଣ୍ଡେସନ
Read More...

କଇଁଛ ସୁରକ୍ଷା ପାଇଁ ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା

ପୁରୀ: ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି ଉଦେଶ୍ୟରେ ଶନିବାର ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସାଇକ୍ଲିଙ୍ଗ ଓ ଆଡଭେଂଚର କ୍ଲବ ଏବଂ ଓଡ଼ିଶା ଇକୋ ଟୁରିଜିମ୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ
Read More...

ବାଘ ମୃତ୍ୟୁ ନେଇ ୬ ଜଣ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ କଲାରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର । ବାର୍ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି । ଗତ ଶୁକ୍ରବାର
Read More...

ଶାସନ୍ଦାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

ବିଂଝାରପୁର : ବିଂଝାରପୁର ନିର୍ବଚନ ମଣ୍ଡଳୀ ଅର୍ନ୍ତଗତ ଶାସନ୍ଦା ଗ୍ରାମରେ ଯୁବ ସମାଜସେବୀ ରମାକାନ୍ତ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜକୁ କିଛି ବର୍ଷ ହେବ ଶାସନ୍ଦା ଗ୍ରାମରେ ବିିଭିନ୍ନ ସମୟରେ ସେ ଅନ୍ୟମାନଙ୍କୁ ସାହାଯ୍ୟ ସେବା କରିବା ସହିତ
Read More...