Browsing Category

ରାଜ୍ୟ

ଶବ ସଂସ୍କାର ସମୟରେ ନିଆଁ ଲାଗି ଦୁଇ ଆହତ

ବାଲିକୁଦା: ଶବ ସଂସ୍କାର କରିବାକୁ ଯାଇ ଦୁଇ ଜଣ ନିଆଁରେ ପୋଡି ହୋଇ ଆହତ ହୋଇଥିବା ଜଣା ପଡିଛି । ତେବେ ଆହତ ଦୁହିଁଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବାଲିକୁଦା ଥାନା ବୋରିକିନା ପଞ୍ଚାୟତ ବୋରିକିନା…
Read More...

କଂଗ୍ରେସ ପକ୍ଷରୁ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ…
Read More...

ମଣ୍ଡିରେ ଧାନ ଉଠୁନି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ରାୟଗଡା: ରାଇଘର ମଣ୍ଡି ସମସ୍ୟା ଜିଲ୍ଲାର ଏକ ବଡ ସମସ୍ୟା ହୋଇ ଥିବା ବେଳେ ସମସ୍ୟାର ସମାଧାନନ ହେଲେ ଆଗକୁ ମଣ୍ଡି ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସାମ୍ବାଦିକ ସମ୍ବିଳନୀ କରି କହିଥିବା ବେଳେ ରାଇଘର ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି । ଟାର୍ଗେଟ ଆସି ନ ଥିବାରୁ…
Read More...

ବିନା ଅଧିକାରୀ ରେ ଚାଲିଛି ଦୁଇଟି ଫାଣ୍ଡି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ୨ଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି । ୨ଟି ଫାଣ୍ଡିରେ କୈାଣସି ଅଧିକାରୀ ନଥିବାରୁ ଦୁରଦୁରାନ୍ତର ଲୋକଙ୍କୁ କୈାଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଥାନା ଉପରେ ନିର୍ଭର…
Read More...

ବାଙ୍ଗିରିପୋଷିରେ ଦୁର୍ଘଟଣା – ୨ ମୃତ, ଜଣେ ଗୁରୁତର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଉପରେ ଥିବା ଦ୍ୱାରଶୁଣି ଘାଟିରୁ ଉଠୁଥିବା ଏକ ଲୁହା କଣ୍ଟା ବୋଝେଇ ମିନିଟ୍ରକକୁ…
Read More...

ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର

ପୁରୀ: ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ​‌େହାଇଛି। ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ…
Read More...

ପୁଣି ଜେଲ ଗଲା ରାକେଶ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ପୁଲିସ ଅଧିକ ତଥ୍ୟ ହାସଲ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟ ପୁଣି ରାକେଶଙ୍କୁ ଫେବୃଆରୀ ୧୨…
Read More...

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟି ଟଙ୍କା ମିଳିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ତୁଳନାରେ ଏହା ୬୦% ଅଧିକ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଓଡିଶାକୁ ରେଳ ବଜେଟ୍ ୪୩୭୩ କୋଟି ଟଙ୍କା ମିଳିଥିଲା । ଏଥିମଧ୍ୟରୁ ରାଜ୍ୟରେ ନୂଆ ରେଳଲାଇନ୍ ୧୫୫୩.୬୦…
Read More...

ସଂକଟରେ ଗ୍ରାମୀଣ ହସ୍ତତନ୍ତ ଶିଳ୍ପ, ଦାଦନ ମୁହାଁ ବୁଣାକାର

ସୋରଡ଼ା: ଭାରତୀୟ ବୟନ ଶିଳ୍ପର ଚାହିଦା ଏବେ ବି ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୟନ ଶିଳ୍ପ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ପାଟ, ବ୍ରହ୍ମପୁରର ରେଶମ ପାଟ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…
Read More...

ଏଣିକି ୧୮ଟି ଜିଲ୍ଳାର ରାଜପଥରେ ନଜର ରଖିବ ହାଇୱେ ପାଟ୍ରୋଲିଂ ଗାଡି

ଭୁବନେଶ୍ୱର: ହାଇୱେ ପାଟ୍ରୋଲିଂ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସବୋର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ…
Read More...