Browsing Category

ରାଜ୍ୟ

ବିଧାନସଭା ପରିସରରେ ଉତ୍କଳ ଗୌରବଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ଏକତ୍ରୀକରଣର କର୍ଣ୍ଣଧାର, ଓଡ଼ିଆ ଅସ୍ମିତାର ପ୍ରତୀକ, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୭ତମ ଶ୍ରାଦ୍ଧବାର୍ଷିକୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି…
Read More...

ଅସଂପୂର୍ଣ୍ଣ ଡିଭାଇଡର ଏବେ ନିୟମିତ ଦୁର୍ଘଟଣାର କାରଣ

ବୌଦ୍ଧ- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ…
Read More...

ମନେରଗା ଯୋଜନାରେ ମେସିନ୍ କରୁଛି କାମ

ପୁରୀ : ନିମାପଡା ବ୍ଲକ ଅଞ୍ଚଳରେ ମନେରଗା ଯୋଜନା ମହାମାରୀ ଯୋଜନାରେ ପରିଣତ ହୋଇଛି । ଶ୍ରମିକଙ୍କ ବଦଳରେ ମେସିନ୍ କରୁଛି କାର୍ଯ୍ୟ । ଯାହାଦ୍ୱାରା ପ୍ରବାସୀ ଶ୍ରମିକ ମାନଙ୍କ ଭାତହାଣ୍ଡିଙ୍କୁ ଶକ୍ତ ମାଡ ହୋଇଥିବା କାରଣରୁ ପ୍ରବାସୀମାନେ ଗୋଟିଏ ବେଳ ଖାଇଲେ ଆର ବେଳକୁ ଓପାସ ରହିବାକୁ ପଡୁଛି ।…
Read More...

ଜମିଜମା ବିବାଦରୁ ସଙ୍ଘର୍ଷ : ୨ ଗିରଫ

ନିମାପଡା : ନିମାପଡା ବିଜ୍ଞାପିତ ଅଂଚଳ ପରିଷଦରେ ଜମି ବିବାଦକୁ ନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି । ଜଣେ ଗୁରୁତର ଥିବା ବେଳେ ଅନ୍ୟ କେତେକ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ୍ ପୃଥକ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପ ବ୍ଲକ…
Read More...

ରେଳ ବଜେଟରେ ଓଡିଶା ପ୍ରତି ବୈମାତୃକ ଭାବ : ବିଜେଡି

ଭୁବନେଶ୍ୱର : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେଳ ବଜେଟରେ ଓଡିଶା ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରା ଯାଇଛି । ଏହା ନୈରାଶ୍ୟଜନକ…
Read More...

କରୋନା ଟିକା ନେଲେ କଟକ ଡିଜିପି ଅଭୟ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ…
Read More...

ରାଜ୍ୟରେ ୯୭ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜରାଯାଇଛି । ଆଜି ଅନୁଗୁଳ ଜିଲ୍ଲାରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨ଜଣ,…
Read More...

କୋଟିଆ ହେବ ଆଦର୍ଶ ପଞ୍ଚାୟତ

ଭୁବନେଶ୍ୱର: କେରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଲାଗି ରହିଥିଲା ବେଳେ ‘କୋଟିଆ’କୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି

ବୌଦ୍ଧ: ବୌଦ୍ଧଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାନେଇ ଅଭିଯୋଗ ହୋଇଆସୁଅଛି । ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଅନେକ ଲୋକ ମୃତୁ୍ୟର ଶୀକାର…
Read More...

୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତର ଡଙ୍ଗାଖୋଲ ଗ୍ରାମର ଆଭ୍ୟନ୍ତରୀଣ ଅଂଚଳ ମଧ୍ୟରେ ଥିବା ୧୬ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୪ କୋଟି ୮୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।…
Read More...