Browsing Category

ରାଜ୍ୟ

ଓଡ଼ିଶୀ, କଥକ ଏବଂ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ

ଧଉଳୀ: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀ ଏବଂ ଆର୍ଟ ଭିଜନ୍ ଦ୍ୱାରା ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍ଘାଟନ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର…
Read More...

ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସହ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାହ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଡିଏସ୍ଏସ୍ଓ ସଂଗ୍ରାମ ଦାସଙ୍କୁ ମଧ୍ୟ କମିସନରେଟ୍ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର କମିସନରେଟନ ପୋଲିସ ଉମାଶଙ୍କର ଦାସ…
Read More...

ପୁରୀ ଜେଲ୍‌ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ: ଜିଲା କାରାଗାରରେ ଶନିବାର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ। କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଶ୍ରୀଧରଙ୍କ ଝାଡାବାନ୍ତି ହେବାରୁ ଜେଲ୍‌ ଭିତରେ ତାଙ୍କର ଚିକିତ୍ସା…
Read More...

ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ହେରିଟେଜ୍‌ ବିଧି ପ୍ରସ୍ତୁତ କଲେ କେନ୍ଦ୍ର ସରକାର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ବିଧି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍‌ ଅଥରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତମାସ ୧୮ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଏବଂ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ଆଉ ୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୂତନ…
Read More...

ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି।ସୂଚନାଯୋଗ୍ୟ, ଗତକାଲି ରାଉରକେଲା…
Read More...

ରାଜଧାନୀରେ ଝୁଲନ୍ତା ଗଳିତ ମୃତଦେହ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ ହୋଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉକ୍ତ ମୃତଦେହ ଠାବ କରାଯାଇଛି। ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।
Read More...

୮ରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ…
Read More...

ପତ୍ନୀକୁ ଜୀଅନ୍ତା ଜାଳିିଦେଲା ସ୍ୱାମୀ

କାମାକ୍ଷାନଗର: ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ ଘଟିଛି । ଗ୍ରାମର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡକୁ ପ୍ରଥମେ ମାଡ ମାରିଥିଲା । ଯାହା ପରେ ନିଜ…
Read More...

୧୧କେଭି ବିଦ୍ୟୁତ ତାର ଲାଗି ଲକ୍ଷାଧିକ ଟଙ୍କାର ଆଖୁ ଓ ଗୁଡ ନଷ୍ଟ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ମାଳିଗୁଡା ର ଲାଇବାନ ଅମାନ୍ୟତ ଙ୍କ ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ,୧୪ହଜାର ଟଙ୍କା ଓ ଆଖୁ ପେଡା ମଟର ଆସି ପୋଟି ନଷ୍ଟ ହୋଇଯାଇଛି ।ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଆଖୁ ଘଣା ପାଖରେ ୧୧କେଭି…
Read More...