Browsing Category

ରାଜ୍ୟ

୧୫ରେ କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ

ସକାଳ ୭ରୁ ଗୋଟାଏ ଯାଏ ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ଆହେତୁକ ବୃଦ୍ଧି, କୋଟିଆର ମାମଲା, ମହାନଦୀ ଜଳ ବିବାଦ ଏବଂ ମାହାଙ୍ଗରେ ରାଜ୍ୟନୈତିକ ହତ୍ୟାକାଣ୍ଡ ଆଦି ଘଟଣାର ପ୍ରତିବାଦରେ କଂଗ୍ରେସ ୧୫…
Read More...

ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ୟାପିତ

ଯାଜପୁର: ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ କେବଳ ଦୁର୍ନିତି ହିଁ ଦେଶର ବିକାଶରେ ଏକମାତ୍ର ବାଧକ । ଖେଳ ପଡିଆରେ ଖେଳାଳୀଟିଏ ନିଜ ଟିମର ବିଜୟ ପାଇଁ ଯେଭଳି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥାଏ, ସେହିପରି ଦୁର୍ନିତି, ଭ୍ରଷ୍ଟାଚାର ଏବଂ ଗରୀବ ଶୋଷଣ ବିରୋଧରେ ମଧ୍ୟ ଯୁବ ସମାଜ ପ୍ରାଣମୂର୍ଚ୍ଛା ଲଢେଇ…
Read More...

ବେଧଡକ ଚାଲିଛି ମାଳମାଳ ବେଆଇନ ଇଟା ଭାଟି

ପାଟଣାଗଡ : ଜାତୀୟ ଗ୍ରୀନ ଟି୍ରିବୁ୍ୟନାଲ ଆଇନକୁ ଅମାନ୍ୟ କରି ପାଟଣାଗଡ ଏନଏସି ପରିସୀମା ସହିତ ଗ୍ରାମଚଂଳରେ ଥିବା ତହସିଲ ରାଜସ୍ୱ ସର୍କଲରେ ମଧ୍ୟ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଥିବା ଦେଖିବାକୁ ମିଲିଛି । ବେଆଇନ ଇଟା ଭାଟି ପ୍ରଶାସନର ନାକ ତଲେ ଇଟା ଗଢିବା ଆରମ୍ଭ…
Read More...

ପାରମ୍ପାରିକ ଶାସ୍ତ୍ରୀୟ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଧଉଳି: ରାଜ୍ୟ ପର୍ଯ୍ୟଟନ ଓଡ଼ିଶା ଡ଼୍ୟାନ୍ସ ଏକାଡେ଼ମୀ ଓ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ, ଭରତନାଟ୍ୟମ୍ ଓ ଛଉ ନୃତ୍ୟ ସଙ୍ଗୀତରେ ଆଜି ଚଳଚଞ୍ଚଳ । ଶହ ଶହ ଦର୍ଶକ ଉପସ୍ଥିତ…
Read More...

୮ଜିଲ୍ଲାରେ ହେବ ଶୀତ ଲହରୀ ଜାରିହେଲା ଯେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗତ ଜାନୁୟାରୀ ମାସରେ ଶୀତ ରାଜବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ ଫେବ୍ରୃଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରୀ ପ୍ରବାହିତ ହେବା ସହି ତମାମ୍ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଉତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ…
Read More...

ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବାରମ୍ବାର ବୃଦ୍ଧି ଘଟୁଥିବାରୁ ବାଧ୍ୟ ହୋଇ ପରିବହନ ବିଭାଗ ଏକାଧିକ ବାର କିଲୋମିଟର ପିଛା ଭଡାର ମୂଲ୍ୟ ବୃଦ୍ଧି କରିଛନ୍ତି । ସଦ୍ୟ ବଢିଥିବା ବସ୍ଭଡା ଅନୁଯାୟୀ ଯାତ୍ରୀମାନଙ୍କୁ ଏଣିକି ପ୍ରତି କିଲୋମିଟର ପିଛା ସାଧାରଣ ବସ୍ରେ ୬ ପଇସା,…
Read More...

୧୫ ଦିନ ତଳେ ଲୁଟ୍, ବନ୍ଧା ହେଲେ ଏବେ

ବଲାଙ୍ଗିର: ପ୍ରାୟ ୧୫ ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ୨୦ ଜଣ ସଶସ୍ତ୍ର ଡକାୟତ ପଶି ଆତଙ୍କରାଜ ଖେଳାଇବା ସହ ଲୁଟ କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଡକାୟତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି ।…
Read More...

ମଣ୍ଡି ଅଭାବ: ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ଚାନ୍ଦିପୁଟ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଉତ୍ପାଦିତ ଫସଲର ବିକ୍ରିବଟା ଅସୁବିଧା କାରଣରୁ ଅଧିକାଂଶ ସମୟରେ ଚାଷୀ କ୍ଷତି ସହୁଛନ୍ତି । ଅର୍ଥକାରୀ ଫସଲ ଭାବେ ଗଜପତି ଜିଲ୍ଲାର ମୋହନା ଅଂଚଳରେ ମକା ଫସଲର ସ୍ୱତନ୍ତ୍ର ଚାହିଦା…
Read More...

ଆଗକୁ ଗ୍ରୀଷ୍ମ ଋତୁ, ଅଚଳ ପଡ଼ିଛି ବହୁ ନଳକୂପ

ଭଦ୍ରକ: ଆଗକୁ ଅସୁଛି ଖରା ଦିନ । ଯେଉଁଭଳି ଭାବେ ପାଣିପାଗରେ ଅସ୍ୱାଭାବିକ ପରିବର୍ତନ ଦେଖା ଦେଉଛି, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ଏହି ଋତୁରେ ଜଳସ୍ତର କମିଯାଉଥିବାରୁ ଉକôଟ ଜଳକଷ୍ଟ ଦେଖାଦେବ ବୋଲି ଆଶଙ୍କା କରାଯାଉଛି । ଠିକ ଏହି ସମୟରେ…
Read More...

ଏଟିଏମ ଲୁଟ ଯୋଜନା ପଣ୍ଡ : ୬ଗିରଫ

ପୁରୀ: ଏଟିଏମ ଲୁଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଡକାୟତି ଗ୍ୟାଙ୍ଗର ୬ଜଣଙ୍କୁ କୁମ୍ଭାରପଡା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୩ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କୁମ୍ଭାରପଡା ଥାନା ଅନ୍ତର୍ଗତ ସୁଦର୍ଶନ ନଗରର ଶିବ ଦାସ (୨୮), ଟାଉନଥାନା ଅନ୍ତର୍ଗତ…
Read More...