Browsing Category

ରାଜ୍ୟ

ଅଧ୍ୟାପିକାଙ୍କୁ ଦେଲେ ୫ ଟଙ୍କା, ନେଇଗଲେ ୧୯ ହଜାର

ଭୁବନେଶ୍ୱର: ଅନ୍ଲାଇନ୍ରେ ୱାସିଂ ମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା । ତାଙ୍କୁ ୧୯ ହଜାର ଟଙ୍କାର ଚୁନ୍ ଲଗାଇଲେ ସାରଇବର ଲୁଟେରା । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶ୍ମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାସିଂ ମେସିନ୍ ବିକିବାକୁ…
Read More...

ହୋଟେଲ ମାଲିକଙ୍କୁ ଦୁର୍ବୃତଙ୍କ ହତ୍ୟା

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାଉରକେଲା ସହର ଅନ୍ତର୍ଗତ ଡିଏଭି ଲେନ୍ରେ ଜଣେ ହୋଟେଲ୍ ବ୍ୟବସାୟୀ ଦୁର୍ବୃତମାନଙ୍କ ଆକ୍ରମଣରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ହୋଟେଲ୍ ବ୍ୟବସାୟୀଜଣଙ୍କ ହେଉଛନ୍ତି ସହରର ସୁପରିିଚିତ ‘ବସେରା ହୋଟେଲ୍’ର ମାଲିକ ସଜ୍ଜନ ମିତଲ୍ । ସବୁଦିନ…
Read More...

କଲେଜରେ ପାଠପଢା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋର୍ଗୁ ଦିର୍ଘ ୧୦ ମାସରୁ ଉଦ୍ଧ୍ୱର୍ ସମୟଧରି ବନ୍ଦ ରହିବା ପରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢା ଆଜି ଠାରୁ ଆରମ୍ଭ ହୋଇଛି । ଏଥିପାଇଁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ…
Read More...

କୋଟିଆରେ ନିର୍ବାଚନ ବନ୍ଦ ପାଇଁ ପିଆଇଏଲ୍

କଟକ: ଆନ୍ଧ୍ର ସୀମାନ୍ତ ସଲଗ୍ନ କୋଟିଆ ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେବାକୁ ଓଡିଶା ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ଦାୟର ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଦାଏର ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସହ…
Read More...

ପୋତାଗଲା ୩ କମ୍ପାନୀର ନକଲି ସାମଗ୍ରୀ

କଟକ- ଜଗତପୁର ଥାନା ପୁଲିସ ଜବତ କରିଥିବା ୩ଟି କମ୍ପାନୀର ନକଲି ସମଗ୍ରୀକୁ ମଙ୍ଗଳବାର ଦିନ ନଷ୍ଟ କରିଛି । ଅଦାଲତ ନିଦେ୍ର୍ଧଶରେ ଜବତ ନକଲି ସମାଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ସ୍ୱତତ ସସ୍ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ…
Read More...

ପଲିଥିନ ଚଢ଼ାଉ: ୧୦ ହଜାର ଜୋରିମାନା ଓ ଦୋକାନ ସିଲ୍

ତାଳଚେର: ତାଳଚେର ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପଲିଥିନ୍ ଉପରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ବହୁ ପଲିଥିନ୍କୁ ଜବତ କରାଯାଇଛି । ତାଳଚେରରେ ପଲିଥିନ, ସୋଲ ଇତ୍ୟାଦି ଉପରେ କଟକଣା ଲଗାଯାଇ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ପାଇଁ…
Read More...

ପୁଅର ଆକ୍ରମଣରୁ ବର୍ତିଲା ବାପ, ପଡୋଶୀ ହେଲେ ଲହୁଲୁହାଣ

ରାଜନଗର: ସମ୍ପତି ପାଇଁ ଜନ୍ମକଲା ବାପକୁ ପୁଅ କଟୁରୀରେ ହାଣି ଦେବାକୁ ଉଦ୍ୟମ କରୁଥିବା ବେଳେ ବାପ କୌଶଳକ୍ରମେ ଖସି ଯାଇଥିବା ବେଳେ ବାପକୁ ସୁରକ୍ଷା ଦେବାକୁ ଯାଇ ପଡୋଶୀ ପୁଅର କଟୁରୀ ଚୋଟରେ ଲହୁଲୁହାଣ ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ…
Read More...

ଶେଷ ହେଲା ଆଦିବାସୀ ମେଳା : କାରବାର ଅଢେ଼ଇ କୋଟି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନମ୍ବର ୟୁନିଟ୍, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଗତ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଛି । ମହାମାରୀ କରୋନା ଜନିତ କଟକଣା ମଧ୍ୟରେ ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ…
Read More...

ଡମ୍ବରଗାଡ ପର୍ଯ୍ୟଟନ ସ୍ଥଳି ପାଇଁ ପ୍ରଶାସନର ଉଦ୍ୟମ

ବୌଦ୍ଧ: ବୌଦ୍ଧଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିବା ବେଳେ ସେହିସବୁ ସ୍ଥାନ ଗୁଡିକର ବିକାଶ ଓ ଏହି ସବୁ ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କର ସୁବିଧା ସୁଯୋଗର ଆବଶ୍ୟକତା ରହିଛି । ଏହି ସବୁ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ…
Read More...

ଏଣିକି ରାଜ୍ୟରେ ବଢ଼ିବ ଦିନର ତାପମାତ୍ରା!

ଭୁବନେଶ୍ୱର: ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିପାରେ । କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବନୁମାନ କରିଛି । ସେପଟେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରୁ…
Read More...