Browsing Category

ରାଜ୍ୟ

ନୂତନ ନଳକୂପ ଖନନ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଂଚାୟତର ଭଅଁରା ଗ୍ରାମର ମା’ ଥାନପତିଙ୍କର ନିକଟରେ ଥିବା ନଳକୂପଟି ଦୀର୍ଘ ୬ ମାସରୁ ଉଦ୍ଧ୍ୱର୍ ହେବ ଖରାପ ହୋଇପଡିଛି । ଖରାପ ହେବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ନଳକୂପଟି କାର୍ଯ୍ୟକ୍ଷମ ନହେବାରୁ ଧିରେ ଧିରେ ଏହା ସଂପୂର୍ଣ୍ଣ
Read More...

୮ ଥାକିଆ ହେବ ପାରାଦୀପ-ବଡ଼ବିଲ ରାସ୍ତା

ଭୁବନେଶ୍ୱର: ପାରାଦୀପ-ବଡ଼ବିଲ ୩୦୦ କିମି ବିଶିଷ୍ଟ ରାସ୍ତା ୮ ଥାକିଆ ହେବ । ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ
Read More...

ଲବ-କୁଶ ଅସୁସ୍ଥ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ-କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା । ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ
Read More...

ସେସୁ ପରେ ସାଉଥକୋ ଓ ୱେସକୋ: ଏବେ ନେସ୍କୋ ବି ଟାଟା ପାୱାର ହାତରେ

ଭୁବନେଶ୍ୱର: ପ୍ରଥମେ ସେସୁ ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାବାର କମ୍ପାନି ହାତେଇଛି । ଗୋଟିଏ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଂଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ
Read More...

ବିଧାନସଭାରେ ବଜେଟ ଆଗତ ହେବ ୨୨ରେ

ମାର୍ଚ୍ଚ ୩୧ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍ ବଜେଟ ଅଧିବେଶନ ଆରମ୍ଭ ୧୮ରୁ ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ କାର୍ଯ୍ୟକାଳ ମଧ୍ୟରୁ
Read More...

ମଣ୍ଡିରୁ ଉଠୁନି ଧାନ: ମୁଖ୍ୟରାସ୍ତାରେ ଧାନବସ୍ତା ସହ ବସିଛି ଚାଷୀ

ମାଲକାନଗିରି: ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ
Read More...

ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ

ରାଉରକେଲା: ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଂଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ
Read More...

ରେଳବାଇ ଓଭର ବ୍ରିଜରୁ ଖସି ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ସାରୁପାଟ ରେଲୱେ ପୋଲ ଉପରୁ ଏକ ବାଇକ ତଳକୁ ଖସିବାରୁ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣ ବାରିଆ ଥାନା ଅନ୍ତର୍ଗତ ହରିପଶି ଗ୍ରାମର ବଟକୃଷ୍ଣ ନାଏକ(୨୭) ବୋଲି ଜଣାପଡିଛି।
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା !

ରାଜଗାଙ୍ଗପୁର: ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର କୁରୁମୁରୁ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାପଡିଛି !କୁରୁମୁରୁ ପଞ୍ଚାୟତ ଲମଲୋଇ ଗ୍ରାମ ରେ ହିତାଧିକାରୀ ଲିଷ୍ଟ ରେ ନାମ ରହିଥିଲେ ମଧ୍ୟ ତୁମ ନାମ କଟିଯାଇଛି, ପର ଲିଷ୍ଟ ରେ ଆସିଯିବ କହିଥିଲେ ମଧ୍ୟ
Read More...

ଖୋଲିଲା ଅଙ୍ଗନବାଡି

ଭୁବନେଶ୍ୱର: ଦୀର୍ଘ ୧୦ ମାସ ହେବ କୋଭିଡ୍ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି । ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତମାନ ଏହା କୋଭିଡ୍ ନିୟମାବଳୀ ଅନୁଯାୟୀ ଖୋଲିଛି । ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡ୍ ଲାଇନ୍
Read More...