Browsing Category

ରାଜ୍ୟ

ଦୈନିକ ସଂକ୍ରମଣ ହ୍ରାସ ; ନୂଆ ପଜିଟିଭ ୨୬୦

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୧ ସଙ୍ଗରୋଧ କେନ୍ଦ୍ରରୁ ୧୦୯ ସ୍ଥାନୀୟ ଆକ୍ରାନ୍ତ । ମୋଟ ପଜିଟିଭ ୩,୩୧,୮୬୨କୁ ବୃଦ୍ଧି ପାଇଛି। ୩,୨୭,୮୦୩ ସୁସ୍ଥ ହୋଇ ଘରକୁ
Read More...

ବଜାର ଅଭାବରୁ କନ୍ଦମୂଳ ଚାଷ ପାଇଁ ଚାଷୀ ବିମୁଖ

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ କନ୍ଦମୂଳ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଅନେକ ଆଗ୍ରହ ସୃଷ୍ଟି ହୋଇଥିଲା। ଅନେକ ପରିମାଣର କନ୍ଦମୂଳ ଚାଷ ମଧ୍ୟ ଢେଙ୍କାନାଳରେ ହେଉଥିଲା। କନ୍ଦମୂଳ ପାଇଁ ଏଠାକାର ଜଳବାୟୂ ସୁହାଉଥିବାରୁ କନ୍ଦମୂଳ ମଧ୍ୟ ଭଲ ଉତ୍ପାଦନ ହେଉଥିଲା। ଚାଷୀଙ୍କୁ ଉତ୍ସାହିତ କରିବାକୁ
Read More...

ଅଳ୍ପକେ ବର୍ତ୍ତିଲେ ଯବାନ ; ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପଣସପୁଟ ପଞ୍ଚାୟତ ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ ହୋଇଥିବା ରବିବାର ଜଣାପଡ଼ିଛି। ବିଏସଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ୫ କେଜି ଲ୍ୟାଣ୍ଡ ମାଇନ ଜବତ ହୋଇଛି। ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ଖଞ୍ଜା
Read More...

ସମ୍ବଲପୁର ରାଜଘାଟରେ ଶବ ଦାହ ପାଇଁ କାଠର ଅଭାବ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ପାଇଁ ଏଠାରେ ମରଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ କାଠର ଅଭାବ ପଡୁଛି । ଶୁକ୍ରବାର ସମ୍ବଲପୁରର କମଳି ବଜାର ସ୍ଥିତ ରାଜଘାଟରେ ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ଦ୍ୱାରା
Read More...

ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍

ଭୁବନେଶ୍ୱର: ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍ । ପ୍ରଥମ ଦିନରେ ଅଧିକାଂଶ ହଲ୍ ଫାଙ୍କା ରହିଥିବାର ଦେଖିବାକୁ ମିଳିଥିଲା । ତେବେ କୋଭିଡ ଯୋଗୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗନର୍ଶିକା ଥିବା ବେଳେ ସେତିକି ବି ଦର୍ଶକ ହେଲେନି । ପ୍ରଥମ ଶୋ’ ରେ ଅନ୍ୟ ଅନ୍ୟ ଶୋ’
Read More...

ରାଜ୍ୟରେ ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯ ଜଣ ଏବଂ ସ୍ଥାନୀୟ ୮୭ ।ତେବେ ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି । ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶନିବାର ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ଶହରୁ ଅଧିକ ଧାନ ବସ୍ତା

ଚାନ୍ଦବାଲି: ଗୋଦମରେ ନିଆଁ ଲାଗି ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନକାଣ୍ଡ ଘଟି ସବୁ ଧାନ ପୋଡି ଯାଇଛି ।ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ
Read More...

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ୫ ବର୍ଷିୟା ନାଁ ବାଳିକା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ରାଜି ହୋଇନଥିବାରୁ ନୟାଗଡ ଜୁଭେନାଇଲି ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାଁନ୍ତି ।
Read More...

ରାଜ୍ୟରେ ଶୀତ ଉଭାନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ତଳେ ହାଡଭଙ୍ଗା ଜାଡରେ ଜନସାଧାରଣ ଥରୁଥିବା ବେଳେ ଗତକାଲିଠାରୁ ଶୀତ ଉଭାନ ହୋଇଯାଇଛି । ରାଜ୍ୟରେ ଅଧିକାଂଶ ସ୍ତାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଆସନ୍ତା ୫ରୁ ୬ଦିନ ପର୍ଯ୍ୟନ୍ତ
Read More...