Browsing Category

ରାଜ୍ୟ

ବାପା ରଖିବ ପୁଅକୁ: ହାଇକୋର୍ଟ

କଟକ: କାହା ପାଖରେ ରହିବ ୧୫ ମାସର ପୁଅ? ମାଡ଼ ମାରୁଥିବା ମା’ ପାଖରେ ନା ଯତ୍ନ ନେବାକୁ ସକ୍ଷମ ବାପା ପାଖରେ?ଏଭଳି ଏକ ଜଟିଳ ପାରିବାରିକ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଜନ୍ମଦାତ୍ରୀ ମା’ ଯେଉଁଭଳି ଭାବେ ଅବୋଧ ଶିଶୁକୁ ନିର୍ଯାତନା ଓ ମାଡ ଦେଉଛି ତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା…
Read More...

ବଜାର ଲୁଟର ମାସକ ପରେ ମାଷ୍ଟରମାଇଣ୍ଡ୍ ଗିରଫ

ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକା ନିମବାହାଳି ବଜାରରେ ଲୁଟ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ ଘଟଣାର ମାସଙ୍କ ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି । ଗିରଫ ମାଷ୍ଟର୍ମାଇଣ୍ଡ ବାଫି ଓରଫ…
Read More...

ଅସହାୟଙ୍କୁ ଫଳ ବଂଟନ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ, କେରଙ୍ଗ ଯୁବ ସଂଗଠନ ମଜଲିସ ଖୁଦ୍ଧାମୁଲ ଅହମଦୀୟା ସଂଗଠନ ପକ୍ଷରୁ ମକର ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ସହରର“ଜୀବନଧାରା ସେବାଶ୍ରମ”ଠାରେ ଭାଇଚାରାର ବାର୍ତା ଓ ଗରିବ, ଅସହାୟମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି…
Read More...

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତେ୍ରାତ୍ରରୁ ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର…
Read More...

ବଦଳିବ ବିରଜା ମନ୍ଦିର ରୂପରେଖ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ବେଢ଼ାର ରୂପ ରେଖ ବଦଳିବ । ଭାରତ ବର୍ଷରେ ଥିବା ୫୧ ଶକ୍ତି ପୀଠରୁ ୧୧ ନମ୍ବରରେ ସ୍ଥାନ ପାଇଥିବା ମା’ ବିରଜାଙ୍କ ମନ୍ଦିର ଅନ୍ୟତମ । ଏହାର ଉନ୍ନତି ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ତଥା ସ୍ଥାନୀୟ…
Read More...

ଖାଲରୁ ମିଳିଲା ବର୍ଷକ ଛୁଆର ମୃତଦେହ

ଉଦଳା : ରାତିରେ ମା’ବାପାଙ୍କ ପାଖରେ ଶୋଇଥିବା ବର୍ଷକର ଛୁଆର ମୃତଦେହ ସକାଳୁ ଘର ନିକଟ ପାଣି ଭର୍ତ୍ତି ଖାଲରୁ ଉଦ୍ଧାର ହୋଇଛି। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାମପଦାରେ ଘଟିଛି। ଶିଶୁଟି କିପରି ଘରୁ ବାହାରି ରାତିରେ ବାହାରକୁ ଗଲା, ସେ ସମ୍ପର୍କରେ ପରିବାର…
Read More...

ଆଉ ୧୫, ୫୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋଭିଡ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫, ୫୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୦୫ ଲକ୍ଷ ୨୭ ହଜାର ୬୮୩କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ…
Read More...

ବିଜେପିକୁ ଫେରିଲେ ଜୀବନ ପ୍ରଦୀପ

ବାଲେଶ୍ୱର: ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ । ଆଜି ଜିଲ୍ଲା ବିଜେପି ପକ୍ଷରୁୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି । ଶ୍ରୀ ଦାଶଙ୍କ ଘରବାହୁଡା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ।…
Read More...

ବିଭିନ୍ନ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଏମ୍ସି କମିଶନର

ଭୁବନେଶ୍ୱର:ଉତ୍ତର ଭୁବନେଶ୍ୱର ଅର୍ଗତ ୮ ନମ୍ବର ୱାର୍ଡ ବୁଲି ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଲେ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀ । ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର, ନିଳାଦ୍ରି ବିହାର କିଛି ଅଂଶ, ଡମଣା ହାଟ, ବିଭିନ୍ନ ବସ୍ତିକୁ…
Read More...

୩ ସ୍କୁଲର ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ

ଖୁନ୍ତାମାଲ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତ ୮ ତାରିଖରୁ ଖୋଲିଛି । ତେବେ ସ୍କୁଲ ଖୋଲିବାର ୫ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ତିନୋଟି ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ…
Read More...