Browsing Category

ରାଜ୍ୟ

ଅଗ୍ନିକାଣ୍ଡରେ ଜଳିଗଲେ ମହିଳା : ସ୍ୱାମୀ ଗିରଫ

ଯାଜପୁର: ମଙ୍ଗଳପୁର ଥାନା କନିକାପଡ଼ା ପଂଚାୟତ ଶ୍ରୀରାମପୁର ଗ୍ରାମରେ ଗତ ଡିସେମ୍ବର ୨୬ ତାରିଖ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ସହ ଜଣେ ମହିଳା ଜଳି ଯାଇଥିଲେ । ପୁଲିସ ପ୍ରାଥମିକ ସ୍ତରରେ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ୍ ଜାରି ରଖିଥିଲା । ମୃତ ମହିଳାଙ୍କ ବାପା
Read More...

୩ କୋଭିିଡ୍ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭବାନୀପାଟଣା- କଳାହାଣ୍ଡିି ଜିଲ୍ଲାର ୩ ଜ ଣ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଧାନ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ୩ ଟି ପରିବାରର ଲୋକେ ଉପସ୍ଥିତ ଥିଲେ । ଜୁନାଗଡ
Read More...

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ
Read More...

ଯାଜପୁରରେ ହେଲ୍ମେଟ୍ ଧରପଗଡ ଯୋରଦାର

ଯାଜପୁର: ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଷ ଆରମ୍ଭରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେବଳ ବାଇକ୍ ଚାଳକ ନୁହେଁ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଣ୍ଟ ପରିଧାନ କରିବା ଆବଶ୍ୟକ । ନଚେତ୍ ବାଇକ୍ ଚାଳକଙ୍କୁ ଜୋରିମାନା ସମେତ ଲାଇସେନସ୍ ରଦ୍ଧ ଭଳି କଠୋର
Read More...

କୁକୁର କାମୁଡ଼ାରେ ବର୍ଷକୁ ମରୁଛନ୍ତି ୨୦ ହଜାର

ଭୁବନେଶ୍ୱର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ୱରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି । ୪୦ ପ୍ରତିଶତ ୧୫ ବର୍ଷରୁ କମ୍ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି । କୁକୁର କାମୁଡିବା ପରେ ଅନେକ ହସ୍ପିଟାଲ ନଯିବା ହେତୁ ପରବର୍ତ୍ତୀ ସମୟରେ
Read More...

ନୂଆବର୍ଷରେ ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ଚେୟାରମ୍ୟାନଙ୍କ ପରାମର୍ଶ

ଭୁବନେଶ୍ୱର: ନୂଆବର୍ଷର ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ‘ଅମିତ୍’ର ଚେୟାରମ୍ୟାନ ଶ୍ରୀ ଅଧିପ ନାରାୟଣ ମହାନ୍ତି ପରାମର୍ଶ ଦେଇଛନ୍ତିି । ଆଜି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏକାଡେମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ), ନ୍ୟାୟବତୀ ଓ ଓଡିଶା
Read More...

ଏଣିକି ମିସ୍ଡ୍ କଲ କଲେ୍ ଗ୍ୟାସ ବୁକିଂ

ଭୁବନେଶ୍ୱର: ଏଣିକି ମିସ୍ଡ୍ କଲରେ ଏଲପିଜି ଗ୍ୟାସ ରିଫିଲିଂ ବୁକିଂ ହୋଇପାରିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏହି ସୁବିଧା ଆରମ୍ଭ କରିଛନ୍ତି । ଗ୍ୟାସ ବୁକିଂ କରିବା ପାଇଁ ଗ୍ରାହକଙ୍କୁ ୮୪୮୫୯୫୫୫୫ ନମ୍ବରରେ ମିସ୍ଡ କଲ କଲେ
Read More...

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ପୁରୀରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଏହି ଆନ୍ତର୍ଜାତୀୟ ବିମାନ ବନ୍ଦର
Read More...

ରାଜ୍ୟରେ୨୪୫ କରୋନା ସଂକ୍ରମିତ ଚିହ୍ନଟ, ୩ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଯାଇଛି।
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ ଭି ୪୨ ନମ୍ୱର୍ ଗ୍ରାମର ବରଗଚରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ,  ଉଭୟ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆତ୍ମହତ୍ୟାର
Read More...