Browsing Category

ରାଜ୍ୟ

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ୫ ବର୍ଷିୟା ନାଁ ବାଳିକା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ରାଜି ହୋଇନଥିବାରୁ ନୟାଗଡ ଜୁଭେନାଇଲି ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାଁନ୍ତି ।…
Read More...

ରାଜ୍ୟରେ ଶୀତ ଉଭାନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ତଳେ ହାଡଭଙ୍ଗା ଜାଡରେ ଜନସାଧାରଣ ଥରୁଥିବା ବେଳେ ଗତକାଲିଠାରୁ ଶୀତ ଉଭାନ ହୋଇଯାଇଛି । ରାଜ୍ୟରେ ଅଧିକାଂଶ ସ୍ତାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଆସନ୍ତା ୫ରୁ ୬ଦିନ ପର୍ଯ୍ୟନ୍ତ…
Read More...

ଖାଲକୁ ଖସି ପଡ଼ିଲା ହେଟାବାଘ

ଡାବୁଗାଁ: ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲାରାପତରିଆ ବାଘ ଦୃଶ୍ୟମାନ ହୋଇଥିବା ବେଳେ ଉକ୍ତ ଘାଟି ଅଂଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସକାଳ ପ୍ରାୟ ୮ ଘଂଟ ସମୟରେ ନବଙ୍ଗପୁର ଜିଲ୍ଲା ଡାବୁଗାଁ ବନାଂଚଳ ଅନ୍ତର୍ଗତ…
Read More...

ସାଧାରଣତନ୍ତ୍ର ଦିବସରେ ଏଥର କରୋନା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତେବେ ପରେଡ୍ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି । ଏହାସହିତ ଗତବର୍ଷ ସ୍ୱାଧୀନତା ଦିବସରେ…
Read More...

ଲୋକସେବା ଭବନ ଏବେ ବି ସଙ୍ଗରୋଧରେ

ଭୁବନେଶ୍ୱର: ସବୁ ସରକାରୀ ଅଫିସ୍କୁ ଲୋକଙ୍କ ଅବାଧ ଆତଯାତ ଚାଲିଛି । ମନ୍ଦିର, ମସ୍ଜିଦ୍ ଆଦି ଧର୍ମାନୁଷ୍ଠାନ ଖୋଲିଛି । ଧାର୍ମିକ, ସାଂସ୍କୃତି କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ରାଜନୈତିକ ସଭାସମିତି ଜାରି ରହିଛି । ହାଟ, ବଜାରରେ ଗହଳି ଆରମ୍ଭ ହୋଇଯାଇଛି । କିନ୍ତୁ ଲୋକସେବା ଭବନର ଫାଟକ…
Read More...

ପାର୍କ ଉଦ୍ଘାଟନୀ ବେଳେ ଫୁଟିଲା ଲକ୍ଷାଧିକ ଟଙ୍କାର ବାଣ

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପରିତ୍ୟକ୍ତ ଅବସ୍ଥାରେ ସହରର ମଧ୍ୟ ଭାଗରେ ରହିଥିବା ଜଳାଶୟର ପୁନରୁଦ୍ଧାର କରି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ଶୁଭାରମ୍ବ କରାଯାଇଛି । ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଶୁଭାରମ୍ବ ଦିନ ଠାରୁ ହିଁ…
Read More...

ମୟୂରଭଞ୍ଜରେ ପଲସ୍ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଜାନୁୟାରୀ ମାସ ୧୭ ତାରିଖ ଦିନ ଜନ୍ମରୁ ୫ବର୍ଷ ବୟସ ସମସ୍ତ ଶିଶୁପିଲାଙ୍କୁ ସମନ୍ନିତ ପଲସ୍ ପୋଲିଓ ବୁନ୍ଦା ନିକଟସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିଦ୍ଧାରିତ ଥିବା ପୋଲିଓ ବୁଥ୍ରେ ସକାଳ୮ଘଟିକାରୁ ୪ଘଟିକା ମଧ୍ୟରେ ପ୍ରଦାନ କରାଯିବ…
Read More...

ମୋଦୀଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ବିଜେପିର ଦାୟୀତ୍ୱ : ଯୋଶୀ

ଭୁବନେଶ୍ୱର: ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି । ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ବୋଲି…
Read More...

କନିଷ୍ଠ ଶିକ୍ଷକଙ୍କ ଅସନ୍ତୋଷ

ଭୁବନେଶ୍ୱର: ବ୍ୟାଚରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ ହେବା ତଥା ଜାଣିଶୁଣି ସରକାରୀ ଦପ୍ତରରେ ହଇରାଣ ହରକତ କରିବା ଯୋଗୁ ସମଗ୍ର କନିଷ୍ଠ ଶିକ୍ଷକ ସଂଘ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କର ଅନୁସାରେ ୬ ବର୍ଷରୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ଭଦ୍ରକ : ଭଦ୍ରକ ଜିଲାର ତିହିଡି ବଜାରରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ଟି ଦୋକାନ ଜଳି ଯାଇଥିବା ବେଳେ ବହୁ ସମ୍ପତ୍ତି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ…
Read More...