Browsing Category

ରାଜ୍ୟ

ଧାନ ମଣ୍ଡିର ଅନିୟମିତତାକୁ ନେଇ ବିଜେପିର ଉଦବେଗ ପ୍ରକାଶ

ପାପଡାହାଣ୍ଡି: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ପାପାଡାହାଣ୍ଡି ବ୍ଲକ ଜଟାବାଲ ଧାନ ମଣ୍ଡି ତଦାରଖ କରିବା ସହ ମଣ୍ଡିରେ ଅନିମିୟତା ଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀଙ୍କ ଉପରେ ବର୍ଷିଥିଲେ । ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ…
Read More...

ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ

ବାଲିକୁଦା; ଅପଣ୍ଡରା ଓ ଖାଲଗାଁ ପଞ୍ଚାୟତର ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ପିଲା ମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ଜଳ ସମ୍ପଦ, ସୂଚନା ଓ ଲୋ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ପରାମର୍ଶ…
Read More...

ଦୈନିକ ସଂକ୍ରମଣ ହ୍ରାସ ; ନୂଆ ପଜିଟିଭ ୨୬୦

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୧ ସଙ୍ଗରୋଧ କେନ୍ଦ୍ରରୁ ୧୦୯ ସ୍ଥାନୀୟ ଆକ୍ରାନ୍ତ । ମୋଟ ପଜିଟିଭ ୩,୩୧,୮୬୨କୁ ବୃଦ୍ଧି ପାଇଛି। ୩,୨୭,୮୦୩ ସୁସ୍ଥ ହୋଇ ଘରକୁ…
Read More...

ବଜାର ଅଭାବରୁ କନ୍ଦମୂଳ ଚାଷ ପାଇଁ ଚାଷୀ ବିମୁଖ

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ କନ୍ଦମୂଳ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଅନେକ ଆଗ୍ରହ ସୃଷ୍ଟି ହୋଇଥିଲା। ଅନେକ ପରିମାଣର କନ୍ଦମୂଳ ଚାଷ ମଧ୍ୟ ଢେଙ୍କାନାଳରେ ହେଉଥିଲା। କନ୍ଦମୂଳ ପାଇଁ ଏଠାକାର ଜଳବାୟୂ ସୁହାଉଥିବାରୁ କନ୍ଦମୂଳ ମଧ୍ୟ ଭଲ ଉତ୍ପାଦନ ହେଉଥିଲା। ଚାଷୀଙ୍କୁ ଉତ୍ସାହିତ କରିବାକୁ…
Read More...

ଅଳ୍ପକେ ବର୍ତ୍ତିଲେ ଯବାନ ; ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପଣସପୁଟ ପଞ୍ଚାୟତ ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ ହୋଇଥିବା ରବିବାର ଜଣାପଡ଼ିଛି। ବିଏସଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ୫ କେଜି ଲ୍ୟାଣ୍ଡ ମାଇନ ଜବତ ହୋଇଛି। ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ଖଞ୍ଜା…
Read More...

ସମ୍ବଲପୁର ରାଜଘାଟରେ ଶବ ଦାହ ପାଇଁ କାଠର ଅଭାବ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ପାଇଁ ଏଠାରେ ମରଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ କାଠର ଅଭାବ ପଡୁଛି । ଶୁକ୍ରବାର ସମ୍ବଲପୁରର କମଳି ବଜାର ସ୍ଥିତ ରାଜଘାଟରେ ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ଦ୍ୱାରା…
Read More...

ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍

ଭୁବନେଶ୍ୱର: ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍ । ପ୍ରଥମ ଦିନରେ ଅଧିକାଂଶ ହଲ୍ ଫାଙ୍କା ରହିଥିବାର ଦେଖିବାକୁ ମିଳିଥିଲା । ତେବେ କୋଭିଡ ଯୋଗୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗନର୍ଶିକା ଥିବା ବେଳେ ସେତିକି ବି ଦର୍ଶକ ହେଲେନି । ପ୍ରଥମ ଶୋ’ ରେ ଅନ୍ୟ ଅନ୍ୟ ଶୋ’…
Read More...

ରାଜ୍ୟରେ ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯ ଜଣ ଏବଂ ସ୍ଥାନୀୟ ୮୭ ।ତେବେ ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି । ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶନିବାର ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ…
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ଶହରୁ ଅଧିକ ଧାନ ବସ୍ତା

ଚାନ୍ଦବାଲି: ଗୋଦମରେ ନିଆଁ ଲାଗି ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନକାଣ୍ଡ ଘଟି ସବୁ ଧାନ ପୋଡି ଯାଇଛି ।ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ…
Read More...