Browsing Category

ରାଜ୍ୟ

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯୦କୁ ବୃଦ୍ଧି ହୋଇଛି। ୨ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ ଟିକାର ଡ୍ରାଏ ରନ୍

ଭୁବନେଶ୍ବର: ରାଜ୍ୟରେ ସବୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୌରାଞ୍ଚଳରେ ଟିକାକରଣର ପୂର୍ବାଭ୍ୟାସ କରାଯାଉଛି। ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ…
Read More...

ଖୋଲିବ ଧବଳେଶ୍ୱର ପୀଠ

ଗୁରୁଡିଝାଟିଆ : ଆସନ୍ତାକାଲି(ଶୁକ୍ରବାର) ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏ ନେଇ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଓ ଧବଳେଶ୍ୱର…
Read More...

ଆଜିଠୁ ଦଶମ ଓ ଦ୍ବାଦଶ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ କନିଷ୍ଠ ମହାବିଦ୍ୟାଳୟ ଖୋଲିବ। ମାର୍ଚ୍ଚରୁ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପାଠପଢା ସ୍ବାଭାବିକ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତତ୍ପରତା ପ୍ରକାଶ…
Read More...

ରାଜ୍ୟରେ୨୪୫ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। ଆଉ ୨୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪୧, ସ୍ଥାନୀୟ ୧୦୪। ମୋଟ ପଜିଟିଭ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି ପାଇଛି। ୩,୨୭,୨୯୦…
Read More...

ଖୋର୍ଦ୍ଧାରେ ‘ବାର୍ଡ ଫ୍ଲୁ’ !

ଖୋର୍ଦ୍ଧା: ଦେଶରେ କେତେକ ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା ବେେଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ ବେରଣ ଗ୍ରାମରେ ଥିବା ଏକ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମଡକ ନେଇ ବାର୍ଡ ଫ୍ଲୁ ଆତଙ୍କରେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି ।…
Read More...

କଟକରେ ୪୫ କ୍ୱିଂଟାଲ ନକଲି ଚା’ ପତି ଜବତ

କଟକ : ନକଲି ଖାଦ୍ୟ ସାମଗ୍ରୀର ଆଡ୍ଡା ପାଲଟିଛି କଟକ ସହର । ଗତ କିଛି ସପ୍ତାହ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀ ଠାବ କରାଯାଇଛି । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘିଅ, ତେଲ , ପନୀର ପରେ ଏବେ ଜବତ ହୋଇଛି ନକଲି ଚା’ପତି । ସଦର ଥାନା ମୁକାମେଶ୍ୱର ଗାଁରେ…
Read More...

ଗାଈ ପାଟିରେ ଫୁଟିଲା ବୋମା

ଖଲିକୋଟ: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା ଓ ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ସୁଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ ନିୟମିତ ଭାବେ ବାରହା ଶିକାର କରନ୍ତି ।…
Read More...

ରାଜଧାନୀ ରାସ୍ତାରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବଡିଛି ୫୦୦ ଟଙ୍କିଆ ନୋଟ ବଣ୍ଡଲ । ଏହି ନୋଟ ଅସଲି କି ନକଲି, ତାହା ଜଣା ପଡିନାହିଁ । ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବଣ୍ଡଲ ପଡିଥିବା…
Read More...

ରକ୍ତଦାନ କରି ନବବର୍ଷକୁ ସ୍ୱାଗତ

ଭୁବନେଶ୍ୱର: ପୁରାତନ ବର୍ଷକୁ ମେଲାଣି, ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ମାର୍ଟ ନଗରୀ ବରବାରି ଗାଆଁର ଯୁବକମାନେ ସ୍ୱାଗତ କରିଛନ୍ତି । ଭୋଜିଭାତ, ପିକ୍ନିକ୍, ମଉଜ, ମଜଲିସ୍ କୁ ପଛରେ ପକାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଯୁବକମାନେ ରକ୍ତଦାନ ଜୀବନ ଦାନ ମହାସ୍ରୋତରେ…
Read More...