Browsing Category

ରାଜ୍ୟ

ଦୁର୍ଘଟଣାରେ ଅମିତ କଲେଜ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ସଡକ ଦୁର୍ଘଟଣା ବିଶେଷ କରି ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ସତ ହେଲେ ତାର କିଛି ସୁଫଳ ମିଳି ପାରୁ ନାହିଁ । ଏହିଭଳି ଏକ ଅଭାବନୀୟ ଦୁର୍ଘଟଣାର ଶୀକାର ହୋଇ ଅମିତ କଲେଜର ଜଣେ କର୍ମଚାରୀ ଗୁରୁତର ଭାବେ ଆହତ…
Read More...

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ୨ ଦିନ ହେବ ରାଜ୍ୟରେ ୨୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହୁଛି। ଆଉ ନୂଆ ୧୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ…
Read More...

ଅଗ୍ନିକାଣ୍ଡରେ ଜଳିଗଲେ ମହିଳା : ସ୍ୱାମୀ ଗିରଫ

ଯାଜପୁର: ମଙ୍ଗଳପୁର ଥାନା କନିକାପଡ଼ା ପଂଚାୟତ ଶ୍ରୀରାମପୁର ଗ୍ରାମରେ ଗତ ଡିସେମ୍ବର ୨୬ ତାରିଖ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ସହ ଜଣେ ମହିଳା ଜଳି ଯାଇଥିଲେ । ପୁଲିସ ପ୍ରାଥମିକ ସ୍ତରରେ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ୍ ଜାରି ରଖିଥିଲା । ମୃତ ମହିଳାଙ୍କ ବାପା…
Read More...

୩ କୋଭିିଡ୍ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭବାନୀପାଟଣା- କଳାହାଣ୍ଡିି ଜିଲ୍ଲାର ୩ ଜ ଣ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଧାନ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ୩ ଟି ପରିବାରର ଲୋକେ ଉପସ୍ଥିତ ଥିଲେ । ଜୁନାଗଡ…
Read More...

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ…
Read More...

ଯାଜପୁରରେ ହେଲ୍ମେଟ୍ ଧରପଗଡ ଯୋରଦାର

ଯାଜପୁର: ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଷ ଆରମ୍ଭରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେବଳ ବାଇକ୍ ଚାଳକ ନୁହେଁ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଣ୍ଟ ପରିଧାନ କରିବା ଆବଶ୍ୟକ । ନଚେତ୍ ବାଇକ୍ ଚାଳକଙ୍କୁ ଜୋରିମାନା ସମେତ ଲାଇସେନସ୍ ରଦ୍ଧ ଭଳି କଠୋର…
Read More...

କୁକୁର କାମୁଡ଼ାରେ ବର୍ଷକୁ ମରୁଛନ୍ତି ୨୦ ହଜାର

ଭୁବନେଶ୍ୱର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ୱରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି । ୪୦ ପ୍ରତିଶତ ୧୫ ବର୍ଷରୁ କମ୍ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି । କୁକୁର କାମୁଡିବା ପରେ ଅନେକ ହସ୍ପିଟାଲ ନଯିବା ହେତୁ ପରବର୍ତ୍ତୀ ସମୟରେ…
Read More...

ନୂଆବର୍ଷରେ ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ଚେୟାରମ୍ୟାନଙ୍କ ପରାମର୍ଶ

ଭୁବନେଶ୍ୱର: ନୂଆବର୍ଷର ନିଜେ ନିଜର ସଂକଳ୍ପର ଏଜେଣ୍ଡା ପ୍ରସ୍ତୁତ କରିବାକୁ ‘ଅମିତ୍’ର ଚେୟାରମ୍ୟାନ ଶ୍ରୀ ଅଧିପ ନାରାୟଣ ମହାନ୍ତି ପରାମର୍ଶ ଦେଇଛନ୍ତିି । ଆଜି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏକାଡେମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ), ନ୍ୟାୟବତୀ ଓ ଓଡିଶା…
Read More...

ଏଣିକି ମିସ୍ଡ୍ କଲ କଲେ୍ ଗ୍ୟାସ ବୁକିଂ

ଭୁବନେଶ୍ୱର: ଏଣିକି ମିସ୍ଡ୍ କଲରେ ଏଲପିଜି ଗ୍ୟାସ ରିଫିଲିଂ ବୁକିଂ ହୋଇପାରିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏହି ସୁବିଧା ଆରମ୍ଭ କରିଛନ୍ତି । ଗ୍ୟାସ ବୁକିଂ କରିବା ପାଇଁ ଗ୍ରାହକଙ୍କୁ ୮୪୮୫୯୫୫୫୫ ନମ୍ବରରେ ମିସ୍ଡ କଲ କଲେ…
Read More...

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ପୁରୀରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଏହି ଆନ୍ତର୍ଜାତୀୟ ବିମାନ ବନ୍ଦର…
Read More...