Browsing Category

ରାଜ୍ୟ

ରାଜ୍ୟରେ୨୪୫ କରୋନା ସଂକ୍ରମିତ ଚିହ୍ନଟ, ୩ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଯାଇଛି।…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ ଭି ୪୨ ନମ୍ୱର୍ ଗ୍ରାମର ବରଗଚରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ,  ଉଭୟ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆତ୍ମହତ୍ୟାର…
Read More...

ଏଣିକି ଡ୍ରୋନ୍ ଜଗିବ ରାଜଧାନୀ

ଭୁବନେଶ୍ୱର: ଡ୍ରୋନ୍ କ୍ୟାମେରା ଲେନ୍ସରେ ରହିବ ରାଜଧାନୀ । ଦିନ-ରାତି ରାଜଧାନୀକୁ ଜଗିବ । ଏକକାଳୀନ ୩ଟି ଡ୍ରୋନ୍ ଘୂରିବୁଲିବ । ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍ । ଏଥିପାଇଁ ଖର୍ଚ୍ଚ ହେବ ଦେଢକୋଟି । କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟେ୍ରାଲ୍ ରୁମ୍…
Read More...

ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ରାୟଗଡ: ଜଣେ ଅଜଣା ବ୍ୟକ୍ତିର ମୃତ ଦେବ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଚାନ୍ଦିଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଖବର ପରିବେଷଣ ସୁଦ୍ଧା ମୃତ ବ୍ୟକ୍ତରି ପରିଚୟ ମିଳିପାରିନଥିଲା ।…
Read More...

ଖୋଲିଲା ବିରଜା ମନ୍ଦିର

ଯାଜପୁର: କରୋନା ପାଇଁ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ମା’ ବିରଜାଙ୍କ ମନ୍ଦିର । ଆଜି ସକାଳ ୬ ଟାରୁ ପୁଲିସ ଓ ପ୍ରଶାସନର ଉପସ୍ଥିତିରେ କରୋନା କଟକଣା ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ସହିତ ମା ବିରଜାଙ୍କୁ ଦର୍ଶନ…
Read More...

ନୂଆ ବର୍ଷରେ କୋଭିଡ୍ ନିୟମ ଉଲଘଂନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପାରାଦୀପ : କରୋନା ସଂକ୍ରମଣ ବା କୋଭିଡ୍-୧୯ ମହାମରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ୍ତ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍, ସଟ୍ଡାଉନ୍, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମଊଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି, କିନ୍ତୁ…
Read More...

ସ୍କୁଲ୍ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ସ୍କୁଲ୍ରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଓଡ଼ିଶାର ମେଡିକାଲ୍ ଓ ଇଂଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ର ଏହି ଏ୍ୟ÷ତିହାସିକ…
Read More...

ରାଜ୍ୟରେ ୨୬୩ ନୂଆ ପଜିଟିଭ୍ : ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁୀ ୧୫୧, ସ୍ଥାନୀୟ ୧୧୨ । ମୋଟ ପଜିଟିଭ ସଂଖ୍ୟା ୩, ୨୯, ୦୦୧କୁ ବୃଦ୍ଧି ପାଇଛି । ୩,୨୪, ୩୯୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୬୮୮ ସକ୍ରିୟ…
Read More...

ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛି ବିଏମସି

ଭୁବନେଶ୍ୱର: ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ବ୍ରିଟେନ ଫେରନ୍ତାଙ୍କୁ ଖୋଜା ଚାଲିଛି ବୋଲି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚା ଦେଇଛନ୍ତି । ଏଣେ ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି । ବିଏମସି…
Read More...

ନୂଆବର୍ଷରେ ଆହୁରି ଥରିବ ଓଡିଶା

ଭୁବନେଶ୍ୱର: ନୂଆବର୍ଷରେ ଜାଡରେ ଥରିବ ସାରା ଓଡିଶା । ରାଜଧାନୀ ସମେତ ପୂରା ରାଜ୍ୟରେ ତାପମାତ୍ରା ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ଖସି ଆସିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି । କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି…
Read More...