Browsing Category

ରାଜ୍ୟ

ଟ୍ରେନ ତଳେ ଗଳୁଥିବା ବେଳେ କଟିଗଲେ ପ୍ରେମିକା, ଗୋଡ ହାତ ହରାଇଲେ ପ୍ରେମିକ

ବାମରା: ମାସେ ବା ଦୁଇ ମାସ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଏକାଠି ରହୁଥିଲେ ପ୍ରେମିକ ରୋଶନ ଓ ପ୍ରେମିକା ସୋଫିୟା । ଉଭୟଙ୍କ ପରିବାର ରାଜି ହେଲା ପରେ ଯାଇ ବାହା ହେବେ ବୋଲି ଅପେକ୍ଷା କରିଥିଲେ । କିନ୍ତୁ ସେ ସ୍ୱପ୍ନ ଦିନ ପାଇଁ ସ୍ୱପ୍ନ ହୋଇ ରହିଗଲା । ଟ୍ରେନରେ କଟି ପ୍ରେମିକାର ମୃତୁ୍ୟ
Read More...

ବାବା ଆଖଣ୍ଡଳମଣି ମନ୍ଦିର ଖୋଲିଲା ୯ ମାସ ପରେ

ଆରଡି: କରୋନା ମହାମାରୀ ଲାଗି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ସମ୍ପର୍କରେ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଘୋଷଣା
Read More...

ରାଜଧାନୀ: ୨୦୨୦ରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ବର୍ଷରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି । କମିସନରେଟ ପୋଲିସ ଗତ କିଛି ବର୍ଷ ତୁଳନାର ସର୍ବାଧିକ ଚୋରା ଗଞ୍ଜେଇ ଓ ବ୍ରାଉନ୍ସୁଗର ଜବତ କରିଥିବା ବେଳେ ଏସ୍ଟିଏଫ ମଧ୍ୟ ରେକର୍ଡ ପରିମାଣର ବ୍ରାଉନସୁଗର ଜବତ କରିଛି । ରାଜ୍ୟର ଅନ୍ୟ
Read More...

ମାଛମରା ନେଇ ବୋମାମାଡ

ପିପିଲି: ପୁରୀ ଜିଲ୍ଲା କଣାସ ନିକଟବର୍ତୀ ଦୟା ନଦୀ କୂଳରେ ମାଛ ମରାକୁ ନେଇ ୨ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ ହୋଇଛି । ଏଥିରେ ୨ଜଣ ଆହତ ହୋଇଛି । ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୟାନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ ନଈକୂଳ ପାଟଣା
Read More...

ମହିଳାଙ୍କ ବିକାଶ ଦାୟିତ୍ୱ ମୋଦୀ ନେଇସାରିଛନ୍ତି

ଭୁବନେଶ୍ୱର: ସଂସଦ ଓ ବିଧାନସଭାବେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାଲୋଚନା କଲା ପରେ ତାହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ମହିଳା ସଂରକ୍ଷଣ ପ୍ରସଙ୍ଗରେ କିଛି କହିନଥିଲେ ହେଁ କେନ୍ଦ୍ର
Read More...

ଲର୍ଣ୍ଣିଂ ଲାଇସେନ୍ସ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି

ଭୁବନେଶ୍ୱର: ଲର୍ଣ୍ଣିଂ ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର । ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣିଂ ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତୃପକ୍ଷ ।
Read More...

ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍

ସୁନ୍ଦରଗଡ: ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ
Read More...

ଚାକିରୀ ଜନିତ ସମସ୍ୟାକୁ ନେଇ ପ୍ରତିବାଦ କରିବେ ନର୍ସିଂ ଅଫିସର

ଭୁବନେଶ୍ୱର, ୨୭.୧୨ : ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ ଚାକିରୀ ଜନିତ କେତେକ ଅସଙ୍ଗତି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
Read More...

ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଦାବି

ଭବାନୀପାଟଣା- ସମନ୍ନିତ ଶିଶୁ ବିକାଶ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ଖୋଲାଯାଇଛି ଅଙ୍ଗନୱାଡି କେନ୍ଦ୍ର । ଛୋଟ ଛୋଟଶିଶୁ ମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ଟିକାକରଣ ଆଦି ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । କଳାହାଣ୍ଡି ଜିଲ୍ଲାରେ
Read More...

ବିଜୁ ଭବନ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ତିମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ମହା ଉତ୍ସବରେ ପାଳିତ ହୋଇଯାଇଅଛି । ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ବିପର୍ଯୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୟ ଓ ପ୍ରତେକ୍ଷ୍ୟ ତତ୍ୟାବଧାନରେ ଆୟଜିତ ଏହି ପ୍ରତିଷ୍ଠା
Read More...