Browsing Category

ରାଜ୍ୟ

ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ
Read More...

କୁଲଡିହା: ମାଈ ହାତୀର ମୃତ୍ୟୁ

ନୀଳଗିରି,: ବାଲେଶ୍ୱର ଜିଲ୍ଲାର ନୀଳଗିରି ସ୍ଥିତ କୁଲଡିହା ଅଭୟାଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । କୁଲାଡିହା-୨ ବିଟ ଅଧିନ ମୁଖଚତୁରୀ ପାଶ୍ୱର୍ସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି ଗୁରୁବାର ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀମାନେ ବିଭାଗକୁ ଅବଗତ
Read More...

ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ପରେ ଥାନାରେ ଅଟକ ପୋଲିସ ଅଧିକାରୀ

ମାଲକାନଗିରି: ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ । ମାଲକାନଗିରି ସନର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ ପୂର୍ବରୁ
Read More...

ନୟାଗଡ଼ରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼: କିଛି ଦିନର ବ୍ୟବଧାନ ପରେ ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ପରିମାଣ ୧୫ ଗ୍ରାମ୍, ଯାହାର ଦାମ୍ ଦେଢ଼ ଲକ୍ଷ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା। ଟାଉନ ଥାନା ଅଧିନସ୍ଥ ସିନ୍ଦୁରିଆ ଅଞ୍ଚଳରେ ତାର ଘର। ଜିଲ୍ଲା ଅବକାରୀ
Read More...

୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ
Read More...

ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି।
Read More...

ଦକ୍ଷିଣପୁରରେ ଧାନ ମଣ୍ଡି ଶୁଭାରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେୟ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ·ଷୀ
Read More...

ରାଜ୍ୟରେ ଲକ୍ଷେ ୨୦ହଜାରରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ
Read More...

କୋଣାର୍କରେ ଆରମ୍ଭ ହେଲା ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’

କୋଣାର୍କ: କରୋନା କଟକଣା ଯୋଗୁଁ ଦୀଘ ୯ ମାସ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ପୌରାଣିକ କଥାବସ୍ତୁକୁ ନେଇ ତଥ୍ୟଭିତିକି ଚଳଚ୍ଚିତ୍ରରେ ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ସୂର୍ଯ୍ୟମନ୍ଦିର ନିର୍ମାଣା,
Read More...

ନିରାଶ୍ରୟଙ୍କୁ ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିଦେ୍ର୍ଧଶ

ଭୁବନେଶ୍ୱର: ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷେ ବିଏମ୍ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡ଼ୁଥିବା ଦେଖିବାକୁ ମିଳୁଛି । ସହରାଂଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ
Read More...