Browsing Category

ରାଜ୍ୟ

ଗୁଣିଗାରେଡି ସନ୍ଦେହରେ ବ୍ୟକ୍ତିଙ୍କ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନନ୍ଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରା ଯାଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡି ଦିଆ ଯାଇଥିବା ବେଳେ ଶରୀରର…
Read More...

ଚଳିତ ବର୍ଷରୁ ଓଡିଆରେ ଜେଇଇ ପ୍ରଶ୍ନପତ୍ର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବୈଷୟିକ ଅନୁଷ୍ଠାନରେ ନାମଲେଖାପାଇଁ ଓଡିଶାର ଛାତ୍ର ଛାତ୍ରୀମାନେ ଓଡିଆ ଭାଷାରେ ଜେଇଇ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷରୁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ହେବ । ଦେଶରେ ବିଭିନ୍ନ ଭାରତୀୟ ଭାଷା ସହ ଓଡିଆରେ ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏନେଇ…
Read More...

ଲୁଟେରାଙ୍କ ରାଜଧାନୀ ଭୁବନେଶ୍ୱର: ପୋଲିସ କରୁଛି କ’ଣ?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ । ଆଖି ପିଛୁଳାକେ ଲୁଟ୍ପାଟ ଝାମ୍ପ ନେଲେଣି ତ ପୁଣି କାହାର ସୁନାଚେନ୍ ଛିଣ୍ଡାଇ ନେଲେଣି । ଆଉ କାହାର ଫୋନ୍ ଝାମ୍ପି ନେଲେଣି ତ ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ନେଇଗଲେଣି । ଏହାବାଦ୍ ସୁଯୋଗ ଉଣ୍ଡି ମୁହଁରେ ନିଶା ସ୍ପେ୍ର କରି…
Read More...

ରାତି ଅଧରେ ଥାନାରେ ଏତଲା ଦେଲେ ବର୍ଷା

କଟକ : କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ ଗତକାଲି ବିଳମ୍ବିତ ରାତିରେ…
Read More...

ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟ ରାସ୍ତାଉପରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଯୁବକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। ମୃତଦେହ ନିକଟରେ ରକ୍ତ ଭିଜା ଏକ ପଥର ପଡିଥିବାରୁ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି ବୋଲି…
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲା ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଟ ଖଟୁଆ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ବୃଦ୍ଧଙ୍କ ପରିଚୟ ଅସ୍ପଷ୍ଟ ରହିଛି।ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବୃଦ୍ଧ ଜଣଙ୍କ ସକାଳେ ବିଲକୁ ଯାଉଥିବା ସମୟରେ ହାତୀ…
Read More...

ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ…
Read More...

କୁଲଡିହା: ମାଈ ହାତୀର ମୃତ୍ୟୁ

ନୀଳଗିରି,: ବାଲେଶ୍ୱର ଜିଲ୍ଲାର ନୀଳଗିରି ସ୍ଥିତ କୁଲଡିହା ଅଭୟାଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । କୁଲାଡିହା-୨ ବିଟ ଅଧିନ ମୁଖଚତୁରୀ ପାଶ୍ୱର୍ସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି ଗୁରୁବାର ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀମାନେ ବିଭାଗକୁ ଅବଗତ…
Read More...

ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ପରେ ଥାନାରେ ଅଟକ ପୋଲିସ ଅଧିକାରୀ

ମାଲକାନଗିରି: ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ । ମାଲକାନଗିରି ସନର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ ପୂର୍ବରୁ…
Read More...

ନୟାଗଡ଼ରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼: କିଛି ଦିନର ବ୍ୟବଧାନ ପରେ ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ପରିମାଣ ୧୫ ଗ୍ରାମ୍, ଯାହାର ଦାମ୍ ଦେଢ଼ ଲକ୍ଷ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା। ଟାଉନ ଥାନା ଅଧିନସ୍ଥ ସିନ୍ଦୁରିଆ ଅଞ୍ଚଳରେ ତାର ଘର। ଜିଲ୍ଲା ଅବକାରୀ…
Read More...