Browsing Category

ରାଜ୍ୟ

ବାର୍ହା ମାଂସ ଜବତ

ମୁରିବାହାଲ: ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲଳ ପଥର ଖୁଦାନ । ସୋମବାର ଦିନ ଅପରାହ୍ନ ସାଢେ଼ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା ଖବର ପାଇଥିଲା ବନ ବିଭାଗ । ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ବୃତମାନେ ବନ ବିଭାଗ କର୍ମଚାରୀ ଆସିବା ଜାଣି…
Read More...

ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ

କଟକ: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ…
Read More...

ରାଜ୍ୟରେ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪ଜଣ ଚିହ୍ନଟ ହୋଇଥିବାବେଳେ ୧୩୫ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫କୁ ବୃଦ୍ଧି…
Read More...

ମାଓବାଦୀଙ୍କ ମାଲକାନଗିରି ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ପୋଲିସ ମିଥ୍ୟ ଏନାକାଉଂଟର କରି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକାର ଦେଇଛନ୍ତି । ମାଲକାନଗିରି ବନ୍ଦର ପ୍ରଭାବ ପଡିନଥିବା ବେଳେ…
Read More...

ଜାତୀୟ ପେନସନ୍ ଦିବସ ପାଳିତ

ବାଲେଶ୍ୱର: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩୯ ତମ ଜାତୀୟ ପେନ୍ସନ୍ ଦିବସ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ ଜିଲା କୋଷାଗାର ଅଧିକାରୀ ଶଶାଙ୍କ ଭୂଷଣ ମହାପାତ, ଅତିରିକ୍ତ କୋଷାଗାର ଅଧିକାରୀ…
Read More...

ମହିଳା ଚାଷୀଙ୍କୁ ପନିପରିବା ଚାଷନେଇ ପ୍ରଶିକ୍ଷଣ

ଭବାନୀପାଟଣା- ଭବାନୀପାଟଣା ନିକଟସ୍ଥ ବେହେରାଗୁଡାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମପଞ୍ଚାୟତର ସିଂଝରଣ ଗ୍ରାମଠାରେ ମହିଳା ଚାଷୀମାନଙ୍କୁ ପନିପରିବା ଚାଷ କରିବା ନିମନ୍ତେ ଏକ ୧୦ ଦିନିଆ…
Read More...

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା

ଭୁବନେଶ୍ୱର: ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିବା ସହିତ ପୁରୀ ଘାଟ ଥାନା ପୋଲିସ…
Read More...

ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର କଲେ ‘ମୋ ସ୍କୁଲ’ ଅଭିଯାନର ପ୍ରଚାର

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ମହାଲିଙ୍ଗ ନୋଡ଼ାଲ ହାଇସ୍କୁଲର ପୁରାତନ ଛାତ୍ର ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆଲୁମିନି…
Read More...

ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲା ଡ୍ରାଇଭର, ପୋଡିଗଲା ଧାନ

ବୁଗୁଡା: ସରିଥିଲା ନିର୍ବନ୍ଧ ଆସନ୍ତା ସରସ୍ୱତୀ ପୂଜା ଦିନ ହୋଇଥାନ୍ତା ବାହଘର । ହେଲେ ନିଜ ମାଲିକର ଟ୍ରାକ୍ଟରଟିକୁ ବିଦ୍ୟୁତ ନିଆଁରୁ ବଂଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର । ପ୍ରାଣ ହରାଇଥିବା ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଲଡୁ କିଶୋର…
Read More...

ଦୁଇ ଗୋଷ୍ଠୀ ହାତାହାତି, ବୁଲିଲା ଖଣ୍ଡା

ସମ୍ବଲପୁର: ପୋଲିସ ପ୍ରତି ଅପରାଧୀମାନଙ୍କ ମନରେ ଭୟ ରହୁ ନଥିବାରୁ ଆଜିକାଲି ଗୋଷ୍ଠୀ ସଂଘର୍ଷ ନିୟମିତ ଘଟଣା ହୋଇ ପଡିଲାଣି । ଶନିବାର ସନ୍ଧ୍ୟାରେ ପୀର ବାବା ଛକରେ ଦୁଇଟି ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ପ୍ରଥମେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ମାଡ଼ପିଟ ଓ ଶେଷରେ ଖଣ୍ଡା ଓ ଛୁରି…
Read More...