Browsing Category

ରାଜ୍ୟ

୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ…
Read More...

ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି।…
Read More...

ଦକ୍ଷିଣପୁରରେ ଧାନ ମଣ୍ଡି ଶୁଭାରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେୟ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ·ଷୀ…
Read More...

ରାଜ୍ୟରେ ଲକ୍ଷେ ୨୦ହଜାରରୁ ଅଧିକ ପଦବୀ ଖାଲି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ…
Read More...

କୋଣାର୍କରେ ଆରମ୍ଭ ହେଲା ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’

କୋଣାର୍କ: କରୋନା କଟକଣା ଯୋଗୁଁ ଦୀଘ ୯ ମାସ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି । ପୌରାଣିକ କଥାବସ୍ତୁକୁ ନେଇ ତଥ୍ୟଭିତିକି ଚଳଚ୍ଚିତ୍ରରେ ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ସୂର୍ଯ୍ୟମନ୍ଦିର ନିର୍ମାଣା,…
Read More...

ନିରାଶ୍ରୟଙ୍କୁ ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିଦେ୍ର୍ଧଶ

ଭୁବନେଶ୍ୱର: ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷେ ବିଏମ୍ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡ଼ୁଥିବା ଦେଖିବାକୁ ମିଳୁଛି । ସହରାଂଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ…
Read More...

ଜାଲ ନୋଟ କାରବାରରେ ୨ ଗିରଫ

ବାରିପଦା: ବାରିପଦା ସହରରେ ୨ ଜଣ ଆନ୍ତରାଜ୍ୟ ନକଲି ନୋଟ ଟଙ୍କା କାରବାର କରୁଥିବା ବେଳେ ଟାଉନ ଥାନା ପୋଲିସ ଦ୍ୱାରା ସକାଳୁ ଗିରଫ ହୋଇଛନ୍ତି । ମୋଟ ୮୫ ହଜାର ଟଙ୍କା ଜବତ ହୋଇଥିବା ମଧ୍ୟରୁ ପାଂଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି । ସେମାନଙ୍କ ଠାରୁ ୨ଟି…
Read More...

ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ନିକଟରେ  ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ ଘଟିଛି । ଖଇରା ଥାନା ସୋର-କୁପାରୀ ରାସ୍ତାର ରାମପୂର ନିକଟରେ ଘଟିଛି ଏହି ଦୁଘର୍ଟର୍ଣା । ମୃତକ ଜଣଙ୍କ ହେଉଛନ୍ତି ଵଗଦିଆ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା । ସେ ଭଦ୍ରକ ରାନ୍ଦିଆ ଫେକରର କର୍ମଚାରୀ…
Read More...

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ଭବାନୀପାଟଣା: କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀଠାରେ ଭାରତ କିଷାନ ସମନ୍ୱୟ ସମିତି ନେତୃତ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର କୃଷକମାନଙ୍କ ତରଫରୁ ଏକ ଗଣଧାରଣା…
Read More...

ଟିକାଦାନ ପାଇଁ ତିନୋଟି କକ୍ଷ

ଭୁବନେଶ୍ୱର: କୋଭିଡ ଟିକାଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ପ୍ରତ୍ୟେକ ଟୀକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ । ପ୍ରତୀକ୍ଷା କକ୍ଷ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ । ଏହି ଠାରେ ହିଁ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକାଦାନ କରିବେ…
Read More...