Browsing Category

ରାଜ୍ୟ

୨୦ରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୂରି ଦଳ ୨୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଉପଲକ୍ଷେ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ…
Read More...

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ନିଜ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମ…
Read More...

ପରିବା ବିକାଳିଙ୍କୁ ୧୧୦ କୋଟି ଟଙ୍କାର ଜିଏସଟି ନୋଟିସ୍

ରାଉରକେଲା : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ ଗରିବ ଓ ବେରୋଜକାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ…
Read More...

ଦୁଇ ଦିନଆ ରିମାଣ୍ଡରେ ଗଲେ ପ୍ରଦୀପ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ୨ଦିନିଆ ରିମାଣ୍ଡରେ ନେଇଛି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍ ଝାରପଡା ଜେଲ୍ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ…
Read More...

ପ୍ରଥମ ପର୍ଯ୍ୟାୟରେ ୩,୨୦ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟସରକାର ଆଜି ଏକ ବ୍ଲୁପ୍ରିଂଟ ଜାରୀ କରିଛନ୍ତି । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛନ୍ତି ।…
Read More...

୧୫ଟି ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା ଉପରେ ରୋକ ଲଗାଇଲା ଆରବିଆଇ

ଯାଜପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ସହ ଅନ୍ୟ ୧୪ ଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀର ପଞ୍ଜିକରଣ ରଦ୍ଧ କରାଯାଇଚ୍ଥି । ଏ ସଂପର୍କରେ ସ୍ୱଳ୍ପ ସଂଚୟ ବିଭାଗର ନିଦେ୍ର୍ଧଶକ ଏସ୍. ଦାସ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଚ୍ଥନ୍ତି…
Read More...

କଳାହାଣ୍ଡିରେ ୧୦ ଲକ୍ଷ ୯୪ ହଜାର କ୍ୱିଇଂଟାଲ ଧାନ କ୍ରୟ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାର ମଣ୍ଡିଗୁଡିକରେ ଧାନ ପଡିରହିଛି । ଚାଷୀମାନେ ଶୀତ କାକରରେ ହନ୍ତସନ୍ତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୧୦ ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଆହୁରି ୮ ଟି ମଣ୍ଡି ଖୋଲିନଥିବା ଯୋଗୁଁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି…
Read More...

ସମ୍ପୂର୍ଣ୍ଣ ଶୂନ୍ୟ କାର୍ବନ ବିକିରଣ ଦିଗରେ ପୂର୍ବ ତଟ ରେଳପଥ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପକ୍ଷରୁ ୮ ଡ଼ିସେମ୍ବର ରୁ ୧୪ ଡ଼ିସେମ୍ବର ୨୦୨୦ ମଧ୍ୟରେ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳନ କରାଯାଇଥିଲା । ସମସ୍ତ ତିନୋଟି ମଣ୍ଡଳରେ ଉର୍ଜ୍ଜା ସଂରକ୍ଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ କର୍ମଚାରୀ ଓ ଅଧିକାରୀ ମାନେ ପ୍ଲା କାଡର଼୍ ଧରି ଏବଂ ସ୍ଲୋଗାନ୍ ଦେଇ…
Read More...

ନକଲି ଆୟକର ଅଧିକାରୀ ଗିରଫ

ଭୁବନେଶ୍ୱର: ଖାରବେଳନଗର ପୋଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବିରିଡିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ । ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ । ପୂର୍ବରୁ…
Read More...

ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା: ୮୦ ପ୍ରତିଶତ ସିସିଟିଭି ଅଚଳ

କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ଭାରତୀୟ ସର୍ବେକ୍ଷଣ ସଂସ୍ଥା ଅନେକ ସମୟରେ ଅବହେଳା ପ୍ରଦର୍ଶନ କରିଆସୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି କେନ୍ଦ୍ର ସଂସ୍କୃତି ବିଭାଗ ସମୁଚିତ ଦୃଷ୍ଟି ଦେଉ ନ…
Read More...