Browsing Category

ରାଜ୍ୟ

ପୁରୁଣା ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ଝଲସିବ ପୁରୁଣା ଭୁବନେଶ୍ୱର ଅଂଚଳ । ଏଭଳି ଯୋଗନାର ନକ୍ସା ପ୍ରସ୍ତୁତ କରୁଛି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) । ପୁରୁରା ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ, ସାଧାରଣ ଲୋକେ ଏବଂ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ମୁକ୍ତ ଜାଗା ରଖିବା ଏବଂ ବିକାଶ ପାଇଁ ବିଡିଏ ସହରରେ ପ୍ରଥମ କରି
Read More...

ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ଅନଲାଇନ ସାହିତ୍ୟ ଆଲୋଚନା ଚକ୍ର

ବାଲେଶ୍ୱର: ରବିବାର ସନ୍ଧ୍ୟାରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାର ବିଷୟ ଥିଲା “ସାମ୍ପ୍ରତିକ କବିତାରେ ଦିଗ ଦିଗନ୍ତ” । ମୁଖ୍ୟ ଅତିଥିଙ୍କ ଆସନ ଗ୍ରହଣ କରିଥିଲେ ଓଡିଶାର ଆଗଧାଡିର କବି ଡଃ ହୁସେନ ରବି ଗାନ୍ଧୀ ତଥା ସମ୍ମାନୀତ
Read More...

୫ ବର୍ଷରେ ୫୦ ହଜାର କାକପୋଇ ଛେଦନ,ଗ୍ରାମାଂଚଳ ବୃକ୍ଷଶୂନ୍ୟ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଏବେ କାକପୋଇ ଗଛକୁ ନେଇ ବ୍ୟବସାୟ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ ୧୯୮୦ ଆଇନ ପ୍ରକାରେ କାକପୋଇ ଗଛ ସମେତ ସୁନ୍ଦରକଣି, ବାଡିବାଉଁଶ, ବୋଲାଙ୍ଗି ବାଉଁଶ, ସାନ ଚାକୁଣ୍ଡା, ଝାଉଁ, ସୁଲିଭିର ଓକା, ନୀଳଗିରି, ଆକାଶିଆ ଓ ସୁବାବୁଲ ଗଛକୁ ମାଗଣା ବିକ୍ରି
Read More...

ନିୟମ ମାନିଲେ ଖୋଲିବ ମନ୍ଦିର

ଭୁବନେଶ୍ୱର : ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ
Read More...

ଏରସମାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୬ବଖରା ଚାଳଘର

ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତି ୨ଘଟିକାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନରସିଂହପୁର ଗ୍ରାମର ଅକ୍ଷୟ ପ୍ରଧାନ, ବିଜୟ ପ୍ରଧାନ, ଚିନ୍ମୟ ପ୍ରଧାନ, ପଦ୍ମଚରଣ ପ୍ରଧାନ, ଓ ଅଭୟ ପ୍ରଧାନ ପ୍ରଭୃତି
Read More...

ବେଦୀରୁ ଫେରିଲା ବର: କନ୍ୟା ଫେରାର, ନାବାଳିକା ସାନ ଭଉଣୀ ବିବାହ ବନ୍ଦ କଲା ପୁଲିସ

ବଲାଙ୍ଗିର:ତୁରେକେଲା ଥାନା ହିଆଲ ପଞ୍ଚାୟତ ଦାବରି ଗାଁରେ ବର ବେଦୀରୁ ଫେରିଯିବା ଆଲୋଚନାର ବିଷୟ ହୋଇଛି। ସୂଚନା ଅନୁସାରେ, ଦାବରି ଗାଁର ଜଣେ ଯୁବତୀଙ୍କ ସହ ଯୁବକଙ୍କର ବିବାହ ଠିକ୍ ହୋଇଥିଲା। ବରଯାତ୍ରୀ ଦଳ ବର ସହ ଶୁକ୍ରବାର ଝିଅ ଘରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ପକ୍ଷ ଲୋକେ ସମୟ ଗଡେଇ
Read More...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଖଇରା ବ୍ଲକ ରୁସ୍ତମପୁର ଗ୍ରାମର ପଞ୍ଚାନନ ସେଠୀଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି। ତାଙ୍କର ପ୍ରାୟ ୩ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
Read More...

ଖବରକାଗଜ ଶିଳ୍ପ ୮ ମାସରେ ସହିଲାଣି ୧୨,୫୦୦ କୋଟିର କ୍ଷତି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ଡାଉନ୍ ଓ ସଟଡାଉନ୍ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍କାର ସର୍ବେକ୍ଷଣ
Read More...

ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅନେକ ସ୍ଥାନ ବଣପାହାଡ ଘେର ମଧ୍ୟରେ ରହିଥିବା ବେଳେ ଏବେ ମଧ୍ୟ ବିକାଶର ଅ ।ଲୋକ ପହଞ୍ଚି ପାରି ନ ଥିବାରୁ ସେ ସ୍ଥାନ ଗୁଡିକ ଅପହଞ୍ଚ ହୋଇ ରହିଛି । ଏହି ଅପହଞ୍ଚ ଇଲାକା ଗୁଡିକୁ ଚାଲିକି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଯାନବାହାନ ଯିବା ସ୍ୱପ୍ନ ଅଟେ ।
Read More...

କୁକୁଡାଖଣ୍ଡିରେ ଏବେବି ଚାଲିଛି ନାବାଳିକା ବିବାହ

ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅର୍ନ୍ତଗତ ପାଣ୍ଡୀଆଝୋଳି ଗ୍ରାମର ସେବା ସମବାୟ ସମିତି ସମ୍ପାଦକ ନରେଶ ଭୁୟାଁଙ୍କ ପୁଅ ଗଣେଷ ଭୁୟାଁ ବାହାଘର ବଉଳଝୋଳି ଗ୍ରାମର ଜଣେ ଜୈ÷ନିକ ନାବାଳିକା ସହ କରେଇବା ପାଇଁ ସ୍ଥିତ ହୋଇଥିବା ବେଳେ ୨ଦିନିଆ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା । ଏପରିକି ବାହା
Read More...