Browsing Category

ରାଜ୍ୟ

ରାଜ୍ୟରେ ୧୩ ଲକ୍ଷ ୭୯ ହଜାର ମାମଲା ବିଚାରାଧୀନ

ଭୁବନେଶ୍ୱର: ଅ।ଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଅ।ଇନ୍ ଅଦାଲତରେ ୧୩,୭୮,୯୨୩ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଏଥିମଧ୍ୟରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୦ଲକ୍ଷ ୯୬ହଜାର ୨୨୦ । ଏହାଛଡ଼ା ଅ।ଉ ୨ଲକ୍ଷ ୮୨ହଜାର ୭୦୩ଟି ଦେୱାନୀ ମାମଲା ରାଜ୍ୟର ଅଦାଲତଗୁଡ଼ିକରେ ରହିଥିବା ଜାତୀୟ
Read More...

ଭୂଦାନ ନେତା କୃଷ୍ଣ ସିଂହ ପାଇବେ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’

ଭୁବନେଶ୍ୱର :ଓଡ଼ିଶାର ବର୍ଷୀୟାନ୍ ଭୂଦାନ ନେତା, ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ କବି ଓ ଲେଖକ ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’ ପ୍ରଦାନ କରିବାକୁ ମନୋନୀତ କରାଯାଇଛି । ଆସନ୍ତା ସୋମବାର ଅନଗୁଳସ୍ଥ ବାଜି ରାଉତ ଛାତ୍ରାବାସ
Read More...

ଅଁଳା ନବମୀ ; ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀ। ଏହାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯିବ। ଅଁଳା ନବମୀ ଅବସରରେ
Read More...

ବିଷାକ୍ତ ମଦ ନେଲା ୬ ଜୀବନ, ଯୋଗୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋଟିଏ ଗାଁରେ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଛି। ନକଲି ଓ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ
Read More...

ଦୋକାନ ପାଖରେ ପରିସ୍ରା କରିବାକୁ ନେଇ ମାରପିଟ୍, ହତ୍ୟାକାଣ୍ଡ

ନୂଆଦିଲ୍ଲୀ: ପରିସ୍ରା କରିବାକୁ ନେଇ କଳିକଜିଆ ଆଉ ପରେ ହତ୍ୟାକାଣ୍ଡ ଘଟିଛି। ଗୁରୁବାର ସଂଧ୍ୟାରେ ରାଜଧାନୀ ଦିଲ୍ଲୀରେ ଉତ୍ତର-ପୂର୍ବରେ ଥିବା ସୁନ୍ଦର ନଗରୀରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ମୃତକଙ୍କ ନାମ ପ୍ରେମ୍ ପାଲ୍ (୩୦) ବୋଲି ଡିସିପି ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି। ପୁଲିସ ଏବେ
Read More...

ହୁ’ରେ ପୁନଃ ଯୋଗଦେବ ଆମେରିକା: ବାଇଡେନ୍‌

ୱାଶିଂଟନ୍‌: କରୋନା ସଂକ୍ରମଣ ପରିଚାଳନାରେ ବ୍ୟର୍ଥ ହୋଇଥିବା ଅଭିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିସହିତ ଚୀନ ଉକ୍ତ
Read More...

ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ତପୋବନ ପେଟ୍ରୋଲପମ୍ପ ନିକଟରୁ ୩୦ ଲକ୍ଷ ଟଙ୍କାସହ ଜଣେ ଯୁବକ ଅଟକ ରହିଥିବା ଶୁକ୍ରବାର ଜଣାପଡ଼ିଛି। ଟଙ୍କା ସହ ଉକ୍ତ ଯୁବକଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ ସେନେଇ ପୁଲିସ ତଦନ୍ତ କରୁଛି।
Read More...

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଆଲମିରା ଫ୍ୟାକ୍ଟ୍ରିରେ ବ୍ୟାପକ ଭଙ୍ଗାରୁଜା

ବରଗଡ଼ :ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାକୁ ନେଇ ବରଗଡ଼ ସଦର ଥାନା ଧାଙ୍ଗେର ଗାଁରେ ତୁମୁଳ କାଣ୍ଡ ଘଟିଯାଇଛି। ଧାଙ୍ଗେର ଗାଁରେ ଥିବା ଏକ ଆଲମିରା କାରଖାନାରେ ୪୦ରୁ ୫୦ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ପଶି ଭଙ୍ଗାରୁଜା କରିବା  ସହ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
Read More...

ଯାତନା ଦେଉଛି ସ୍ମାର୍ଟସିଟି-୧୭ : ଅଲୋଡ଼ା ‘ମୋ ବସ୍‌ ଷ୍ଟପ୍‌’

ଭୁବନେଶ୍ବର : ସ୍ମାର୍ଟସିଟିରେ ସବୁ ଅଞ୍ଚଳର ଲୋକଙ୍କୁ ସହଜ ବସ୍‌ ସେବା ଯୋଗାଇ ଦେବା ନିମନ୍ତେ ୨୦୧୮, ନଭେମ୍ବର ୬ରେ ‘ମୋ ବସ୍‌’ ସେବା ଆରମ୍ଭ ହେଲା। ପ୍ରତି ଅଞ୍ଚଳରେ ସୁଲଭ ମୂଲ୍ୟରେ ବସ୍‌ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିଲା। ଆଗାମୀ ଦିନରେ ବିଦ୍ୟୁତ୍‌ଚାଳିତ ବସ୍‌ ​‌େ​‌ସବା ଯୋଜନା ବି
Read More...

ଆଜିଠାରୁ ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଅଧିବେଶନ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭାର ଶୀତକାଳୀନ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ସରଗରମ ହେବା ସମ୍ଭାବନା ରହିଛି । ଗୃହରେ ସରକାରଙ୍କୁ ଅଡୁୁଆରେ ପକାଇବା
Read More...