Browsing Category

ରାଜ୍ୟ

ରାୟଗଡ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ

ରାୟଗଡ: ଆଜିଠାରୁ ବିଧିବଦ୍ଧ ଭାବେ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଏହି ମଣ୍ଡିକୁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକଭାବେ ଶୁଭ ଉଦଘାଟନ କରିଥିଲେ । ମଣ୍ଡି ଖୋଲିଲା ସତ ହେଲେ ସରକରୀ ନିୟମ ଅନୁସାରେ ଚାଷୀ ରେଜଷ୍ଟେ୍ରସନ କରି ଟୋକନ ପାଇବାର ବ୍ୟବସ୍ଥାକୁ ବାଧ୍ୟ ବାଧକ…
Read More...

‘ପରୀ’ ହତ୍ୟାର ତଦନ୍ତ ପାଇଁ ୫ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ କ୍ରାଇମବ୍ରାଞ୍ଚର ଏସପି,…
Read More...

ରାଜ୍ୟରେ କରୋନା ନେଲା ୧୪ ଜୀବନ, ମୋଟ ମୃତକ ସଂଖ୍ୟା ୧୭୧୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା…
Read More...

ପରୀ ମୃତ୍ୟୁ: ବିଧାନସଭା ଅଚଳ

ପରୀ ମୃତ୍ୟୁରେ ମର୍ମାହତ: ଅରୁଣ ଭୁବନେଶ୍ୱର: ଦୀର୍ଘ ୩ଦିନ ଧରି ନିରବତା ଅବଲମ୍ବନ କରିବାପରେ ଆଜି ଗୃହରେ ବିରୋଧିଦଳର ହଟଗୋଳ ମଧ୍ୟରେ ନିଜ ଆଡୁ ବିବୃତି ଦେଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପରୀ ହତ୍ୟା ତାଙ୍କୁ ବ୍ୟଥିତ କରିଛି । ସେ ଗଭିର ମର୍ମାହତ । ଦୀର୍ଘ ରାଜନୀତିକ ଜୀବନରେ ସେ…
Read More...

ମତ୍ସ୍ୟ ଚାଷ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ

ଯାଜପୁର: ବୈଜ୍ଞାନିକ ପଦ୍ଧତିରେ ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଯାଜପୁର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ସମ୍ମିଳନୀ ଗୃହରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନିମନ୍ତେ ତାଲିିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ…
Read More...

ବିଜୁଳି ସଂସ୍ପର୍ଶରେ ଆସି ମହିଳା ମୃତ

ବୀରମିତ୍ରପୁର :  ବିଦ୍ୟୁତ୍‌ ଆଘାତରେ ଜଣକର ଜୀବନ ଚାଲିଯାଇଛି। କୁଆଁରମୁଣ୍ଡା ଫାଣ୍ଡି ତଥା ପଞ୍ଚାୟେତ ଅନ୍ତର୍ଗତ ଡନବସ୍କୋ ପାହାଡ ଟୋଲା ବସ୍ତିରେ ଏମିତି ଅଭାବନୀୟ ଘଟଣା ଘଟିଛି। ଉକ୍ତ ବସ୍ତିର ବାସିନ୍ଦା କାର୍ମିଲା ଜାତେ (୪୦) ନିଜ ଘରପାଖରେ ଥିବା ଗଛର ଡାଳକୁ କାଟୁଥିବା ସମୟରେ ଗଛକୁ ଲାଗି…
Read More...

କଟକ ପୁରୀ ବସ ଷ୍ଟାଣ୍ଡରେ ଜଳିଗଲା ବସ ; କାରଣ ଅସ୍ପଷ୍ଟ

କଟକ : କଟକ ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ…
Read More...

ଶୁକ୍ରବାର ନାଗାର୍ଜୁନ ବେଶ

ପୁରୀ : ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ। ତେ​ବେ କରୋନା କଟକଣା କାରଣରୁ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏଥିପାଇଁ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ପୁରୀ…
Read More...

ସରିଲା କାଳିଆର ଶେଷକୃତ୍ୟ

କନ୍ଧମାଳ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଗା-କାଳିଆର…
Read More...

ସେସୁର ୯ ବର୍ଷ ହେଲା ନିଯୁକ୍ତି ନାହିଁ

ଭୁବନେଶ୍ୱର: ଟାଟା ପାୱାର ହାତକୁ ଯିବା ପୂର୍ବରୁ ସେସୁରେ ଦୀର୍ଘ ୯ ବର୍ଷ ଧରି କୌଣସି ପ୍ରତ୍ୟକ୍ଷ ନିଯୁକ୍ତି ଦିଅ।ଯାଇନାହିଁ । ରକ୍ଷଣାବେକ୍ଷଣଠାରୁ ଅ।ରମ୍ଭ କରି ବିଲ୍ ଅ।ଦାୟ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର…
Read More...