Browsing Category

ରାଜ୍ୟ

ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱର ୧୬ରୁ ଡିସେମ୍ୱର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ

କଟକ: ଏକ ନିର୍ଭୁଲ ଓ ସଠିକ ପଂଟୋ ଭୋଟର ତାଲିକା ପ୍ରସ୍ତୁତ କରିବା ଭାରତର ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ । ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅତିରିକ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ଅନୁରୋଧ କରିଚ୍ଥନ୍ତି । କଟକ ଭୋଟର ତାଲିକା…
Read More...

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ

ଯାଜପୁର : ଓଡିଶାକୁ ସମ୍ପୂର୍ଣ୍ଣ ନିଶାନିବାରର ଆଇନ ଆଣିଥିବା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ସୋମବାର ଦିନ ବରୀ ଗୋପବନ୍ଧୁ ଚୌଧୁରୀ ରମାଦେବୀ ଆଶ୍ରମରେ ମିଳିତ ଓଡ଼ିଶା ନିିଶା ନିବାରଣ ଅଭିଯାନର ଯାଜପୁର ଜିଲ୍ଲା ସମ୍ପାଦକ ସମାଜସେବୀ ସତ୍ୟରଂଜନ…
Read More...

ନାଗାର୍ଜୁନ ବେଶ ଲାଗି ଜିଲ୍ଲା ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ତେବେ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଚି ଜିଲ୍ଲା ପ୍ରଶାସନ । ଏଥି ନିମନ୍ତେ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା…
Read More...

ଆପୋଷ ବୁଝାମଣାରେ ହେବ ସୀମା ଚିହ୍ନଟ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ବିକ ବିବୃତି ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ । କୋରାପୁଟ ଜିଲ୍ଲା ଓ…
Read More...

କେନ୍ଦ୍ର ସରକାର ଦଶମ ଓ ଦ୍ୱାଦଶ ପରୀକ୍ଷା ସମୟ ସୀମା ସ୍ପଷ୍ଟ କରନ୍ତୁ : ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଭୁବନେଶ୍ୱର: ବର୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁ…
Read More...

ଧଉଳି ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାନ୍ତିସ୍ତୁପ ଧଉଳି ଏବଂ ଏହାର ଆଖପାଖ ଅଂଚଳ ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଏହାର ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ୫ କୋଟି ଟଙ୍କାର ଅନୁଦାନ ଦେଇଥିଲେ,…
Read More...

କେସିଙ୍ଗାରେ ନୂତନ ଏସ୍ଡିପିଓଙ୍କ ଯୋଗଦାନ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଏସ୍ଡିପିଓ ଭାବେ ୨୦୧୭ ମସିହାର ମହିଳା ଆଇପିଏସ୍ ଅଫିସର ଏସ.ସୁଶ୍ରୀ ଯୋଗ ଦେଇଛନ୍ତି । ପୂର୍ବତନ ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ ଗୁରୁବାର ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ସିଭିଲ୍ ସର୍ଭିସ…
Read More...

କେନ୍ଦୁଝର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆହ୍ୱାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି । ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ବିକାଶ, ଅଧିକାରର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଥି…
Read More...

ବିନ୍ଦୁସାଗର ମିଉଜିକାଲ ଫାଉଂଟେନ୍ ମନ ମୋହୁଛି

ଭୁବନେଶ୍ୱର: କରୋନା ଯୋଗୁଁ ଏକାମ୍ର ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ଶୀତୁଆ ସଂଦ୍ଧାରେ ବିନ୍ଦୁସାଗର କୂଳରେ ଜମୁଛି ଭିଡ଼ । ଏଠାରେ ମିଉଜିକାଲ ଫାଉଂଟେନ୍ କାର୍ଯ୍ୟକ୍ଷମ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହେଉଛି । ସେଠାରେ ବସି ଶୀତୁଆ ପବନର ମଜା ନେବା ସହ ମିଉଜିକାଲ ଫାଉଂଟେନ…
Read More...

ରାଜ୍ୟରେ ବଢୁଛି ବେକାରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଉଠିଛି ବେକାରୀ ପ୍ରସଙ୍ଗ । ରାଜ୍ୟରେ ବଢୁଛି ବୋକାରୀ ସଂଖ୍ୟା । ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ ଜଣ ପଂଜିକୃତ ବେକାର ଥିବା ଜଣାପଡିଛି । ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ…
Read More...