ଫାଇନାନ୍ସ ବ୍ୟାଙ୍କରୁ ୧୨କୋଟି ଟଙ୍କା ଡକାୟତି
କଟକ: କଟକର ଜନଗହଳିପୂର୍ଣ୍ଣ ନୟାସଡକସ୍ଥିତ ଆଇଆଇଏଫ୍ଏଲ ନାମକ ଏକ ଫାଇନାନ୍ସ କଂପାନିରୁ ଆଜି ସ୍ପଷ୍ଟ ଦିବାଲୋକରେ ୧୨କୋଟି ଟଙ୍କା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ୍ ଭିତରେ କର୍ମଚାରୀମାନଙ୍କୁ ଭୟଭୀତ କରି ନଗଦ ୪ଲକ୍ଷ ଟଙ୍କା ସହ ୧୨କୋଟି ଟଙ୍କାର!-->…
Read More...
Read More...