Browsing Category

ରାଜ୍ୟ

ରାଜ୍ୟରୁ ଆଉ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ  ୯୮ହଜାର ୭୬୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୭ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୬୨୭ ଜଣ ସ୍ଥାନୀୟ
Read More...

ବିରଜା ଓ ନାଭିଗୟା, ପିତୃପକ୍ଷ ଉପଲକ୍ଷେ ପିତୃଶ୍ରାଦ୍ଧ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସରରେ ନାଭିଗୟା ଅଟୋ ଏହି ନାଭିଗୟାକୁ ସାରା ଭାରତବର୍ଷର ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ପିଣ୍ଡଦାନ କରିବାକୁ ଆସିଥାନ୍ତି । ସାଧାରଣତଃ ଦେଖାଯାଏ ପିତୃପକ୍ଷ ଓ ମାତୃପକ୍ଷରେ ବର୍ଷର ଦୁଇଥର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ
Read More...

ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ : ଓଡ଼ିଶା-ମୋ ପରିବାର ବଢ଼ାଇଲା ସହାୟତାର ହାତ

ଭୁବନେଶ୍ୱର: ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରପଡ଼ାର ଜଣେ ଶ୍ରମିକଙ୍କ ମରଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ଓଡ଼ିଶା-ମୋ ପରିବାର ସମସ୍ତ ବ୍ୟବସ୍ଥା କରିଛି । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବାଲିପାଟଣା ଗ୍ରାମର ପ୍ରମୋଦ ପରିଡ଼ା ଗୁରୁଗ୍ରାମରେ ରହି ପ୍ଲମ୍ବର
Read More...

ପୋଖରୀରରେ ବୁଡ଼ି ଦୁଇ ନାବାଳିକା ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଗୁରୁବାର ଅଭବାନୀୟ ଘଟଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇଥିବା ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସିଯିବାରୁ ଦୁହେଁ ଗଭୀର ପାଣି ଭିତରେ ବୁଡିଯାଇଥିଲେ। ପରେ ଗ୍ରାମବାସୀ ଓ ଅଗ୍ନିଶମ
Read More...

ମା’ର ମୃତଦେହକୁ ୨ କି.ମି କାନ୍ଧରେ ବୋହି ନେଲା ପୁଅ

ଭଞ୍ଜନଗର : “ମେଡିକାଲରେ ଆଖି ବୁଜିଲେ ମୋ ମା’। ମୃତଦେହ ଘରକୁ ନେବା ପାଇଁ ଗାଡ଼ି ଯୋଗାଇ ଦେବାକୁ କହିବାରୁ ଚିହିଁକି ଉଠିଲେ ମେଡିକାଲ କର୍ତ୍ତୃପକ୍ଷ। ଏଠାରେ କିଛି ସୁବିଧା ନାହିଁ, ଶୀଘ୍ର ମୃତଦେହ ଉଠାଅ ବୋଲି  ଧମକ ଚମକ ଦେଲେ। ଶେଷରେ ବାଧ୍ୟ ହୋଇ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି
Read More...

ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା ; ଚାଳକ ଗୁରୁତର

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଏକ କାର ଓ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ
Read More...

ଭିମସାର: କୋଭିଡ଼ ରୋଗୀଙ୍କ ପୁଣି ହେବନି କରୋନା ପରୀକ୍ଷା

ବୁର୍ଲା : ଭିମସାର ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ନୂଆଁ ନିୟମ ପ୍ରଣୟନ କରାଯାଇଛି। କୋଭିଡ ରୋଗୀ ସୁସ୍ଥତା ଲାଭ କରିବା ପରେ ସିଧାସଳଖ ଭାବରେ ଘରକୁ ଯିବେ। ଦ୍ୱିତୀୟ ଥର କୋଭିଡ ପରିକ୍ଷା କରାଯିବ ନାହିଁ ବୋଲି ଭିମସାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କୋଭିଡ ରୋଗୀ
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଧାର୍ଯ୍ୟ ସମୟରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇ ନଥିବାରୁ ହାଇକୋର୍ଟଙ୍କ…

କଟକ : ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆସନ୍ତା ୧୧
Read More...

କରୋନା ନେଲା ଆଉ ଏକ ଯୁବ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତରେ ପୁଣି ଏକ ସାମ୍ବିଦକଙ୍କ ମୃତ୍ୟୁ ଘଟିଛି । ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଛି। କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ପ୍ରବୀର। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କ
Read More...

‘ବାଣ ବନ୍ଦ’ ନିୟମ କଡ଼ାକଡ଼ି : ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଏଥର ବାଜିବନି ବାଜା କି ଫୁଟିବନି ବାଣ। କେବଳ ମହମବତି, ଦୀପ, ଆଲୋକ ସାଜସଜ୍ଜାରେ ଉତ୍ସବ ପାଳନ ହେବ। ଏଥିରେ ବ୍ୟତିକ୍ରମ କଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କମିସନର କହିଛନ୍ତି। ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ
Read More...