Browsing Category

ରାଜ୍ୟ

ଚାଲିଗଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଥମୁନି ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୬ ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ଓ ବରଗଡରୁ ୩…
Read More...

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୭୪୯, ସ୍ଥାନୀୟ ୩୧୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ଏହା ସଭିଁଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୭, ସ୍ଥାନୀୟ ସଂକ୍ରମଣ ୩୧୨ ରହିଛି। ମୋଟ…
Read More...

ବିଧାନସଭା ଅଧିବେଶନ ୨୦ରୁ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ୨୦ରୁ ବସିବ । ଏହା ପୂର୍ବରୁ ୧୮ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହା ଦିନ ୧୧ଟାରୁ ଆରମ୍ଭ ହେବ ।କରୋନା କଟକଣା ମଧ୍ୟରେ ଶୀତକାଳିନ ଅଧିବେଶନ କିପରି ପରିଚାଳନା କରାଯିବ ଓ ଏଥିରେ ପ୍ରଶ୍ନକାଳ ସମୟ ରହିବ କି ନାହିଁ ଏବଂ ବୈଠକ କିପରି ସୁରୁଖୁରୁର…
Read More...

ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି ; ପାଳନ ହେବ ପୟାଶ୍ରାଦ୍ଧ

ପୁରୀ : ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା…
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ

ବ୍ରହ୍ନପୁର: ଗଞାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଭିଡିଓ କନଫେରନ୍ସି ଜରିଆରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର , ବ୍ରହ୍ନପୁର , ଭଞନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ରାଜ୍ୟରେ କିଭଳି…
Read More...

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ…
Read More...

କରୋନାରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋରଧାରେ କାର୍ଯ୍ୟରତ ଉଦ୍ୟାନ କୃଷି ଉପନିଦେ୍ର୍ଧଶକ ପ୍ରହଲ୍ଲାଦ ପୃଷ୍ଟିଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଏକ ମାସ ହେବ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ର ୧ଘଣ୍ଟା ସମୟରେ…
Read More...

ବାଇକକୁ ପଛପଟୁ ଧକ୍କା ଦେଇ ଲୁଟିନେଲେ ୧ଲକ୍ଷ ୨୦ ହଜାର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳୀବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁଟଙ୍କାଉଠାଇଫେରୁ ଥିବା ବେଳେ ୨ଜଣ ଯୁବକତାଙ୍କୁୁ ପଛ ପଟୁ ଧକ୍କା ଦେଇ ଲୁଟହୋଇଯାଇ ଥିବାଜଣାଯାଇଛି । ଲୁଟରେ ୪ଜଣ ଯୁବକ ୨ଟି ବାଇକରେ ପିଛାକରିଥିଲେ ।ଲୁଟେରାମାନେ ଗୋଟିଏ ପଲସର ଏବଂ ଗୋଟିଏ ସ୍କୁଟିରେ ଥିବାଜଣାଯାଇଛି ।…
Read More...

ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ

ଗଞ୍ଜାମ : ଗଞ୍ଜାମ ପୁଲିସକୁ ଏକ ବଡ ସଫଳତା ମିଳିଥିବା ବୁଧବାର ଜଣାପଡ଼ିଛି। ପ୍ରାୟ ସାଢେ ୬ କେଜି ସୁନା ଗଞ୍ଜାମ ପୁଲିସ ଜବତ କରିଛି। ଏହି ଘଟଣାରେ ୧୦ ଜଣ ଚୋର ଓ ୫ କ୍ରେତା ମଧ୍ୟ ଗିରଫ ହୋଇଛନ୍ତି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଅକ୍ଟୋବର ୧୨ରେ ଏହି ସୁନା ଲୁଟ ହୋଇଥିଲା। ଏହି…
Read More...

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେବୁଧବାର କରୋନା ନେଲା ଆଉ ୧୫ଜଣଙ୍କ ଜୀବନ । ଏଥିସହ ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୧,୪୬୯କୁ ବୃଦ୍ଧି ହୋଇଛି । । ଏନେଇ ସ୍ୱାସ୍ଥ୍ୟ ଓ ରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନଚୁଯାୟୀ, ବୁଧବାର କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ…
Read More...