ଆଇପିଏଲ ବେଟିଂ; ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କଲା ବ୍ରହ୍ମପୁର ପୁଲିସ
ବ୍ରହ୍ମପୁର: ଆଇପିଏଲ ବେଟିଂ ଚଳାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବ୍ରହ୍ମପୁର ପୁଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର!-->…
Read More...
Read More...