Browsing Category

ରାଜ୍ୟ

କଟକରେ ସେରୋ ସର୍ଭେ

କଟକ: ସୋମବାରଠାରୁ ସହରରେ ସେରୋ-ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବପ୍ରସ୍ତୁତି ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସହରର ୫୯ ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡକୁ ମନୋନୀତ କରାଯାଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଭୁବନେଶ୍ବର ଓ କଟକ ମହାନଗର…
Read More...

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୪୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୯ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ…
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ଧର୍ମପତ୍ନୀ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ପଜିଟିଭ। ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସୋମବାର ନିଜେ ରାଜ୍ୟପାଳ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା…
Read More...

ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୧୩୮୯

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ହଜାର ୩୮୯ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ…
Read More...

କାର୍ତ୍ତିକ ମାସର ପ୍ରଥମ ସୋମବାର ; ଶୈବ ପୀଠରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭ। ଏହି ମାସରେ ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିର ମାନଙ୍କରେ ବିଶେଷ କରି ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମାତ୍ର ଚଳିତ ବର୍ଷ କରୋନା…
Read More...

କନ୍ତିଆ ପୋଲ: ଆପ୍ରୋଚ ରୋଡ ଧସିଲା

ଯାଜପୁର : ବରୀ ବ୍ଲକ ବୋଦୁଅ ପଂଚାୟତର କନ୍ତିଆ ଠାରେ ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା କନ୍ତିଆ ଘଂଟିଆଳି ପୋଲର କନ୍ତିଆ ପାଶ୍ୱର୍ରେ ପ୍ରଧାନ ସାହି ଆଡକୁ ଯାଇଥିବା ଆପ୍ରୋଚ ରୋଡଟି ଧସିଯିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପେକିଙ୍ଗ ସବୁ ଖସି ଯାଇ ବିରାଟ ବିରାଟ ଗାଡ ସୃଷ୍ଟି ହୋଇଛି…
Read More...

ନଭେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ ଵାଣିଜ୍ୟକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ । ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି । ସେହି ତାରିଖଗୁଡ଼ିକ ହେଲା ୧,୮,୨୫,୨୨ ଓ ୨୯ । ଏଥି ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡୁଛି । ତେଣୁ ଏହି…
Read More...

ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କ ସିଆରପିଏଫ ଶିବିର ପରିଦର୍ଶନ

ଫୁଲବାଣୀ: ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିର୍ଦଶନ କରିଛନ୍ତି । ପୋଲିସ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିଏଫର ନକ୍ସଲ ବିରୋଧୀ ଶିବିରର ପରିଦର୍ଶନ ସହ ସେ ସୈନିକ ସମ୍ମିଳନୀରେ ଯୋଗ…
Read More...

ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପ୍ରଚାର ଶେଷ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନ ଲାଗି ହେଉଥିବା ଉପ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ ୫ଟା ସୁଦ୍ଧା ସମାପ୍ତ ହୋଇଛି । ଶେଷ ମୁହୁତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଥିଲେ ଶେଷ…
Read More...

୧୭ ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ବର: ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ନଭେମ୍ବର ୨ରୁ ଆଉ ୧୭ଟି ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଟ୍‌ ନମ୍ବର ୧୧ ନନ୍ଦନ ବିହାରରୁ ବାଳକାଟି, ରୁଟ ନଂ ୧୨ ମାଷ୍ଟର କ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ନନ୍ଦନକାନନ, ରୁଟ୍‌ ନଂ ୧୬ ମାଷ୍ଟର…
Read More...