Browsing Category

ରାଜ୍ୟ

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବ ନାହିଁ – ସୁରେଶ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ । ଏହାକୁ ଏବେ ବିକ୍ରି କରିବା ପାଇଁ ବା ହଡପ କରିବା ପାଇଁ …
Read More...

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା…
Read More...

ବାଲେଶ୍ୱର: ଭୋଟ ଦେଲେ ବିଜେପି, ବିଜେଡି ଓ କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ

ବାଲେଶ୍ୱର: ଆଜି ବାଲେଶ୍ବର ସଦର ପାଇଁ ଉପନିର୍ବାଚନ ମତଦାନ ଜାରି ରହିଛି। ଏହି ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ବିଧାୟକ…
Read More...

ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୨ ଜଣ ମୃତକଙ୍କ ମଧ୍ୟରୁ…
Read More...

ବାଲେଶ୍ୱରବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ!

ବାଲେଶ୍ୱର: ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ…
Read More...

ଏବେ ପିପିଲିରେ ସମସ୍ତଙ୍କ ନଜର : କିଏ ହେବେ ବିଜେଡି ପ୍ରାର୍ଥି !

ଭୁବନେଶ୍ୱର, ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି । ପିପିଲି ନିର୍ବାଚନମଣ୍ଡଳୀବାସୀ ଖୁବଶୀଘ୍ର ଏକ ଉପନିର୍ବାଚନ ଦେଖିବେ । ତେବେ, ସ୍ୱର୍ଗତ ମହାରଥୀଙ୍କ ପରେ ତାଙ୍କ ପରିବାରରୁ କିଏ ବିଜେଡିର ପ୍ରାର୍ଥୀ ହେବ ନା'…
Read More...

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ’

ଭୁବନେଶ୍ବର : ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ଦୈନିକ ୬ଥର ମୋ ବସ୍‌ ଚଳାଚଳ କରିବ। ରୁଟ୍‌ ନଂ ୫୦ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ଏବଂ ରୁଟ୍‌ ନଂ ୭୦ ମାଷ୍ଟାରକ୍ୟାଣ୍ଟିନ ଛକରୁ କୋଣାର୍କକୁ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୬.୩୦ମି, ୭.୨୦ମି.…
Read More...

ଖୋଲିବ ବାଣ ଦୋକାନ, ମିଳିଲା ଅନୁମତି

କଟକ : ଆଗକୁ ଆସୁଛି ମା’କାଳୀଙ୍କର ପୂଜା ଓ ଦୀପାବଳୀ। କୋଭିଡ ପାଇଁ ଚଳିତ ବର୍ଷ କେବଳ ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏଭଳି କ୍ଷେତ୍ରରେ ଆଗକୁ କାଳୀପୂଜା ଓ ଦୀପାବଳୀ ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ ହେବ। ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ ନିୟମ ଅନୁଯାୟୀ ପାଳନ…
Read More...

୨ ଟ୍ରକ ମୁହାଁମୁହିଁ ଧକ୍କା , ୨ ହେଲପରଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ରବିବାର ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଉଭୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି…
Read More...

କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ୍ ଉପ ନିର୍ବାଚନ । ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍ କରାଯାଇଥିବା ବେଳେ ସଦର ବ୍ଲକ ଓ ମଧ୍ୟ ମ୍ୟୁନିସିପାଲିଟି ଅଞ୍ଚଳକୁ ୨ ଭାଗରେ…
Read More...