Browsing Category

ରାଜ୍ୟ

କୂଅରେ ଖସି ପଡ଼ିଲା ଛୁଆ ହାତୀ

ସମ୍ବଲପୁର: ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଅଞ୍ଚଳରେ। ଏକ ହାତୀ ପଲ ଧାନ ଖାଇବାକୁ ଆସିଥିଲା ବେଳେ ଏକ ଛୋଟ ହାତୀ କୂଅ…
Read More...

ମହିଳା କନଷ୍ଟେବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହାଟରୁ ଟଙ୍କାଭର୍ତ୍ତି ପର୍ସ ପାଇ ଯବାନଙ୍କୁ ଫେରାଇଲେ

ଭୁବନେଶ୍ୱର: ସ୍ଥାନୀୟ ମହିଳା ଥାନା କନଷ୍ଟେବଳ ଭାନୁମତୀ ମଲିକ ୟୁନିଟ୍-୧ ହାଟରୁ ଏକ ମନିପର୍ସ ପାଇଥିଲେ। ଏହି ଘଟଣାକୁ କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାନୁମତୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା…
Read More...

ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ…
Read More...

‘ନିଷ୍ପତ୍ତି ହୋଇନି, ମନ୍ଦିର ଖୋଲିବା ପୂର୍ବରୁ ଆଲୋଚନା କରିବୁ’

ଭୁବନେଶ୍ୱର : ଧର୍ମାନୁଷ୍ଠାନ ଖୋଲିବା ଦାବି ଜୋର ଧରିବା ପରେ ରାଜ୍ୟ ସରକାର ଅନ୍‌ଲକ୍‌-୬ରେ ଏନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସରକାର ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ସବୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର…
Read More...

ନଭେମ୍ବର ୧୬ରୁ ସ୍କୁଲ ଯିବେ ୪ଟି ଶ୍ରେଣୀ ପିଲା

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ।…
Read More...

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶନିବାର କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ଆଜି ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଗଞ୍ଜାମ,…
Read More...

ଏବେ ଖୋଲିବନି ସ୍କୁଲ୍!

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍କୁଲ , କଲେଜ ଖୋଲିବା ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ କେବେ ସ୍କୁଲ ଖୋଲିବ ସେ ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ଦେଇନାହାଁନ୍ତି । ଆଜି…
Read More...

“ନୁହେଁ ମୁଁ ନକ୍ସଲ୍” ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ଔପନ୍ୟାସିକ ତଥା କଥାକାର କୃପାସାଗର ସାହୁଙ୍କ ଉପନ୍ୟାସ “ନୁହେଁ ମୁଁ ନକ୍ସଲ୍” ପ୍ରଖ୍ୟାତ ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ଦ୍ୱାରା ଦି ଆକୋ ଗେଷ୍ଟହାଉସ ସଭାକକ୍ଷରେ ଏକ ନିରାଡ଼ମ୍ବର ସଭାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥିଭାବେ…
Read More...

ତିର୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

ଜଗତସିଂହପୁର: ତିର୍ତୋଲ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନ ପ୍ରଚାର ଲାଗି ଭାରତୀୟ ଜନତା ପାଟି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରୁ ରୋଡ ସୋରେ ଯୋଗ ଦେଇ ବିଭିନ୍ନ…
Read More...

ଯାତନା ଦେଉଛି ସ୍ମାର୍ଟସିଟି-୨: ସହିଦନଗର ସାରା ଖାଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା…
Read More...