୨୪ଘଣ୍ଟାରେ ଲଘୁଚାପ:୫ଦିନ ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ସୋମବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଆସନ୍ତା ୪ରୁ ୫ଦିନ ଧରି ବର୍ଷା ଲାଗିରହିବ। ତେଣୁ ଉପକୂଳବର୍ତ୍ତୀ ପ୍ରାୟ ୧୧ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଭାରତୀୟ ପାଣିପାଗ!-->…
Read More...
Read More...