Browsing Category

ରାଜ୍ୟ

ଡିସେମ୍ବରରେ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଡିମେମ୍ବର ମାସରେ ତଥା ଚଳିତ ବର୍ଷ ଶେଷ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା । କିନ୍ତୁ ପ୍ରଥମ ଓ…
Read More...

ଦେଓଗାଁ ନିର୍ବାଚନ ମାମଲା; ନିରକ୍ଷରତା ପାଇଁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

କେଶଦୁରାପାଳ : ଘସିପୁରା ବ୍ଲକ ଦେଓଗାଁ ପଂଚାୟତ ସରପଂଚଙ୍କ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଆନନ୍ଦପୁର ସିଭିଲ କୋର୍ଟ ଜୁନିଅର ଡିଭିଜନ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ପଂଚାୟତର ନିର୍ବାଚିତ ସରପଂଚ ଅଶାନ୍ତି ବଳଙ୍କ ନିରକ୍ଷରତାକୁ ନେଇ ପରାଜିତ ପ୍ରାର୍ଥୀ ଅର୍ଚ୍ଚନା ରାଉତ…
Read More...

ଗଭୀର ଅବପାତ ରୂପ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଆଜି ଗଭୀର ଅବପାତର ରୂପ ନେବ। ଅପରାହ୍ନ ସମୟରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ…
Read More...

ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଗ୍ରୀନ କରିଡ଼ର

ଭୁବନେଶ୍ୱର : ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଶୁକ୍ରବାର ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଗ୍ରୀନ କରିଡ଼ର ହୋଇଛି। ପୁରୀର ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହେବାରୁ ଅଧିକ…
Read More...

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Read More...

ରାଜ୍ୟରୁ ଆଉ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୩୧ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୬୨ ଜଣ ସ୍ଥାନୀୟ ବାସିନ୍ଦା…
Read More...

ମାଲବାହୀ ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ ହୋଇଛନ୍ତି । ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ିଥିବା ୩ ଜଣ ବାଂଲାଦେଶୀ ନାବିକ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର…
Read More...

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା…
Read More...

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତାବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର…
Read More...

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ୪ଟି ଜିଲ୍ଲାଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏହାର ପ୍ରଭାବରେ ଏହି ୪ଟି ଜିଲ୍ଲାରେ…
Read More...