Browsing Category

ରାଜ୍ୟ

ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ

ଯାଜପୁର: ଦଶରଥପୁର ବ୍ଳକର ବିଭିନ୍ନ ଅଂଚଳରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ଦଶରଥପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...

ନିର୍ମାଣ ପରେ ବି’ପାଇଖାନା ଅନୁପଯୋଗୀ

ଚମ୍ପୁଆ: ଗ୍ରାମାଚଂଳରେ ନିର୍ମାଣ କରାଯାଇଥିବା ପାଇଖାନା କାମରେ ଲାଗୁନଥିବା ତଥା ନିର୍ମାଣର ୨ ବର୍ଷ ପରେ ବି ଏହା ବ୍ୟବହାର ହେଉ ନଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଚମ୍ପୁଆ ବ୍ଲକ ବଡନଈ ପଂଚାୟତରଅନ୍ତର୍ଗତ ସାନନଈ ଗ୍ରାମର ଢୁଡାସାହିରେ । ସୂଚନା ଅନୁସାରେ ଆର୍ଥିକ ବର୍ଷ
Read More...

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଏଥିରେ ଶମ୍ଭୁ ନାମରେ ପରିଚିତ ଏକ ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ । ଭୁବନେଶ୍ୱର-ପୁରୀ ରାସ୍ତାରେ ସାମନ୍ତାରାପୁର ଠାରେ ହତ୍ୟା କରାଯାଇଥିବା ଉପରୋକ୍ତ ଯୁବକଙ୍କ ମିଠା ଦୋକାନ ରହିଛି । ପୂର୍ବ ଶତୃତା
Read More...

ହାଥରସ ଗଣଦୁଷ୍କର୍ମ :କଂଗ୍ରେସ ପକ୍ଷରୁ ମୋଦି, ଯୋଗୀଙ୍କ କୁଶପୁତଳିକା ଦାହ

ଯାଜପୁର: ଉତରପ୍ରଦେଶର ହାଥରସ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କାରୀମାନଙ୍କୁ ଫାସୀ ଦଣ୍ଡରେ ଦଣ୍ଡି କରାଯିବା ସହିତ ଉତରପୁଲିସର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ର୍ଦୁବ୍ୟବହାରକୁ କଂଗ୍ରେସ ପ୍ରତିବାଦ କରିଛି । ଏଥିନେଇ ଆଜି ଦଶରଥପୁର ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ
Read More...

‘ସ୍ୱଚ୍ଛ ଭାରତ’ ପାଳନ କଲା ଲାୟନ୍ସ କ୍ଲବ ସ୍ମାଇଲ

ଭୁବନେଶ୍ୱର: ଅକ୍ଟୋବର ୨.୧୦୨୦୨୦ ତରିଖ, ପବିତ୍ର ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଅବସରରେ ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର ଆନୁକୂଲ୍ୟରେ ‘ସ୍ୱଚ୍ଛ ଭାରତ’ ୟୁନିଟ ୨ ହାଟର ପାର୍କିଂରେ ପାଳନ ହେଇଥିଲା । କ୍ଲବର ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି ପ୍ରସନ୍ନଜିତ୍ ମିିତ୍ର ସଂପାଦକ
Read More...

ବନ୍ୟାରେ ଉଠାଜଳସଚେନର ୧୮୬ ପ୍ରକଳ୍ପ ଅଚଳ, ମରାମତି ପାଇଁ ଦାବୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାାଷୀମାନେ ପାଣି ପଂଚାୟତ ଗଠନ କରି ବିଭିନ୍ନ ଜଳଉସô ଗୁଡିକରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମ ଚାଷ କରି ଆସୁଥିଲେ । କିନ୍ତୁ୍ ଚଳିତ୨୦୨୦ମସିହା ଅଗଷ୍ଟ ୨୬/୨୭ ତାରିଖରେ ଚମ୍ପୁଆ ଉପଖଣ୍ଡରେ ପ୍ରବଳ ବର୍ଷା ହେବାୁର ନଦୀବଢ଼ି ହୋଇ ଥିଲା । ଫଳରେ
Read More...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆଜି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ୩ ଦିନ ମଧ୍ୟ ବର୍ଷା ଜାରି ରହିବ। ଗତ ୨ ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଉପକୂଳରେ ରହିଥିବାରୁ କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ସାରା
Read More...

୩୩୨୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ
Read More...

ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯୦୦ ଟପିଲା

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ
Read More...

ପଞ୍ଚଭୂତରେ ଲୀନ ହେଲେ ପ୍ରଦୀପ ମହାରଥୀ

ପୁରୀ:  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀର ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର। ପୁତ୍ର ରୁଦ୍ର ପ୍ରତାପ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି।
Read More...