Browsing Category

ରାଜ୍ୟ

ଆରଏମ୍ଆରସି ବୈଜ୍ଞାନିକ କରୋନାରେ ଆଖି ବୁଜିଲେ

ଭୁବନେଶ୍ୱର: ଆରଏମ୍ଆରସିରେ କାର୍ଯ୍ୟରତ ଜଣେ ବରିଷ୍ଠ ବୈଜ୍ଞାନିକ କରୋନାରେ ପ୍ରାଣ ହରାଇଛନ୍ତି । ଏକଦା ଆରଏମ୍ଆରସିର ନିର୍ଦେଶକ ପଦ ସମ୍ଭାଳି ଥିବା ଡ. ନମିତା ମହାପାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ବେଳେ ସେହି ଆରଏମ୍ଆରିସିରେ ବୈଜ୍ଞାନିକ ଥିବା ତାଙ୍କ ସ୍ୱାମୀ ଏବେ ସଂକ୍ରମିତ…
Read More...

ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ମଧ୍ୟରେ ୧୨ରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ଏଣିକି ଅଧଘଂଟାଏ ପୂର୍ବରୁ ବୁକିଂ କରିହେବ ଟ୍ରେନ୍…

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ଚଳିତମାସ ୧୨ଠାରୁ ଭୁବନେଶ୍ୱରରୁ ଏବଂ ୧୩ରୁ ବେଙ୍ଗାଲୁରୁଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତି ନିଆଯାଇଛି । ୦୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍ ଭୁପନେଶ୍ୱରରୁ ଅକ୍ଟୋବର ୧୨ରୁ…
Read More...

୩ ମହଲା ଉପରୁ ତଳେ ପଡି ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ

ରାୟଗଡ: ୩ମହଲା ଉପରୁ ତଳେ ପଡି ଜଣେ ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଯବାନ ଜଣଙ୍କ ହେଲେ ଯୋଗେଶ କୁୁମାର ଦାସ (୨୭) । ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ…
Read More...

ଡାକ୍ତରଖାନା ଫେରାଇଦେଲା, ରାସ୍ତା ଉପରେ ପ୍ରସବ କଲେ ମହିଳା

କେନ୍ଦୁଝର: ଯୋଡା ଖଣି ଅଞ୍ଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହେବାରେ ଲାଗିଛି । ଖଣି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଜିଲ୍ଲା ଖଣିଜ ପାଣ୍ଠୀରୁ ଯୋଗାଇ ଦେଉଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଯୋଡାସ୍ଥିତ କମାରଯୋଡା ଠାରେ ଥିବା ୩୦ ସଜ୍ୟା…
Read More...

ସୁନ୍ଦରଗଡ଼ରେ ଆଇଟିଆଇରେ ତାଲିମ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୨ଟି ବେସରକାରୀ ଆଇଟିଆଇ ଫଟର୍ ଟ୍ରେଡ୍ରେ ବର୍ଷକୁ ୪୮୦ ଜଣ ଓ ୱେଲ୍ଡର ଟ୍ରେଡ୍ରେ ୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା ରହିଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା…
Read More...

ତାରଣୀ ମନ୍ଦିର ଖୋଲିବା ପାଇଁ ନମୋ ସେନା ପକ୍ଷରୁ ଦାବି

ଘଟଗାଁ-କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା' ତାରିଣୀ ମନ୍ଦିର ଭକ୍ତ ପାଇଁ ଖୋଲିବା ପାଇଁ ନମୋ ସେନା ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉକୁ କିଛି ଦିନ ପୂର୍ଭରୁ ଏନେଇ ନମୋ ସେନା ପକ୍ଷରୁ ହାଇକୋଟରେ ଏକ ପିଟିସନ ଦାଖଲ କରାଯାଇଛି । ତାରିଣୀ ମନ୍ଦିରରେ ଗର୍ଭଗୃହ ନଥିବା ବେଳେ…
Read More...

ସୁନ୍ଦରଗଡ଼ରେ ୫ ବର୍ଷରେ ୫୪୬ ଶିଶୁ ମୃତ

ଭୁବନେଶ୍ୱର : ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ୫୪୬ ଜଣ ଶିଶୁ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁବରଣ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି…
Read More...

ମହାରଥୀଙ୍କ ବିୟୋଗରେ ଓଁ ଶ୍ରୀ ଗୃପ୍ର ଶୋକସଭା

ନିରାକାରପୁର:ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଓଁ ଶ୍ରୀଗୃପ୍ କାର୍ଯ୍ୟାଳୟ ଠାରେ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କର ପରଲୋକ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଯୁକ୍ତ ମହାରଥି ଏମିତି ଜଣେ ନେତା ଥିଲେ,ଯାହାଙ୍କୁ ଓଡିଶାର କୋଣ ଅନୁକୋଣରେ ସବୁ ବୟସର ସବୁ ବର୍ଗର ଲୋକମାନେ ଜଣିଥିଲେ…
Read More...

ପାନ ଦୋକାନରେ ମିଳୁଛି ମଦ, ଗଞ୍ଜେଇ!

ଯାଜପୁର: - ମହାମାରୀ କରୋନା ସମୟରେ ଚୋରା ମଦ ଓ ଗଞ୍ଜେଇ କାରବାର ଦୃତ ଗତିରେ ବଢ଼ି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଦିନ ରାତି ଏହି ବେଆଇନ କାରବାର ଖୋଲାଖୋଲି ଚାଲିଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ ସେଭଳି ଆଖି ଦୃଶିଆ ଠୋସ ପଦକ୍ଷେପ ନିଆଯାଉନାହିଁ । ବିଶେଷ କରି…
Read More...

ବିଦ୍ୟୁତ୍ ମୁଲ୍ୟବୃଦ୍ଧି ପ୍ରତ୍ୟାହାର ଦାବି କରି ସି.ପି.ଏମ ର ବିକ୍ଷୋଭ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଯେଉଁଭଳି ଭାବେ ବିଦ୍ୟୁତ୍ ଶୁଳ୍କର ମୁଲ୍ୟ ବୃଦ୍ଧି କରିଛନ୍ତି, ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତାର ତୀବ୍ର ପ୍ରତିବାଦ ଜଣାଇଛି । ଦଳ ତରଫରୁ ଆଜି…
Read More...