Browsing Category

ରାଜ୍ୟ

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ମାଲକାନଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ…
Read More...

ରାଜ୍ୟରେ ଖୋଲିବ ମନ୍ଦିର!

ଭୁବନେଶ୍ୱର: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ମୁ୍ଖ୍ୟଶାସନ ସଚିବ ସଂକେତ ଦେଇଛନ୍ତି । କିପରି କୋଭିଡ୍ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତର ବିଭାଗ ଅଧୀନରେ…
Read More...

ପୁଣି ୩ ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୪୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଗତ ୩ଦିନ…
Read More...

ପେଟ୍ରୋଲପମ୍ପ ବିସ୍ଫୋରଣ : ଜଣେ ମୃତ : ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଏଲପିଜି ଲିକ୍ରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା ବୋଲି ପେଟ୍ରୋଲଲିୟମ ଆଣ୍ଡ ଏକ୍ସପ୍ଲୋସିବ୍ ସେପ୍ଟି ଅର୍ଗାନାଗେସନ୍ (ପୋସ୍କୋ)ର ଉପ ମୁଖ୍ୟ କଂଟ୍ରୋଲର କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏହା ଜଣାଯାଇଛି । ପ୍ରଥମେ…
Read More...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ: ବହୁ ଚର୍ଚ୍ଚିତ ଧର୍ମଶାହା ନାବାଳିକା ଦୁଷ୍କର୍ମ ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ପୋକୋ୍ସ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୨୦ ବର୍ଷ ଜେଲ୍ ଦଣ୍ଡା ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ…
Read More...

ପୋଖରୀରେ ବୁଡି ସାତ ବର୍ଷର ନାବାଳିକା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ଗତକାଲି ସନ୍ଧ୍ର୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ହେଉଛନ୍ତି ଚିତ୍ରାଙ୍ଗପାଲି ଗାଁ ର ଉରା ମାଡ଼କାମୀଙ୍କ ସାତ ବର୍ଷର ଝିଅ ତୁଳସୀ ମାଡ଼କାମୀ । ସେ ଗତକାଲି…
Read More...

ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫ : ୩୯ ମୃତ

ରାୟଗଡ : ରାୟଗଡ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିଛି । ଚଳିତ ଅକ୍ଟୋବର ମାସ ପହିଲାରୁ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ସଂଖ୍ୟା କମିବାରେ ଲାଗିଛି । ଫଳରେ ଜିଲ୍ଳା ପୁରି ପୂର୍ବ ପରି ଅଧିକ ସ୍ୱାଭାବିକ ହେବାରେ ଲାଗିଛି । କରୋନା କଟକଣା କୋହଳ ପରେ…
Read More...

ବନ୍ୟପ୍ରାଣୀଙ୍କ ପ୍ରତି ଦୟା ଓ କରୁଣା ରହିବା ଉଚିତ: ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟାପ୍ରାଣୀ ସଂରକ୍ଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସେଭ୍ ଏଲିଫ୍ୟାଣ୍ଡ ଫାଉଣ୍ଡେସନ ଟ୍ରଷ୍ଟ’କୁ ଚଳିତବର୍ଷର ସମ୍ମାନଜକ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ଦିଗରେ ଅନୁଷ୍ଠାନ ନିଷ୍କାନର…
Read More...

ଘଂଟା ଘଂଟି ବଜାଇ ଓଡ଼ିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ

ଭୁବନେଶ୍ୱର: ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ସରକାରଙ୍କୁ ଦାବି ଜଣାଇ ସେବାୟତ ନିଯୋଗ ନିରାଶ ହେବା ପରେ ସଂଘ ତରଫରୁ ଘଂଟି, ଘଂଟା ବଜାଇ ପ୍ରତିବାଦ କରିଛନ୍ତି । ରାଜ୍ୟର ଅଧିକାଂଶ ମନ୍ଦିର ସାମ୍ନାରେ ସେବାୟତମାନେ ଏଭଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।…
Read More...

ଡକାୟତି ଯୋଜନା ବେଳେ ଦୁଇ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ସ୍ପେଶାଲ ସ୍କାଡ୍ କାବୁ କରି ଖଣ୍ଡଗିରି ପୋଲିସ ଜିମା ଦେଇଛି । ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ବାଇକ ଜବତ କରି କୋର୍ଟଚାଲାଣ କରିଛି । ଗିରଫ ଅଭିୟୁକ୍ତ…
Read More...