୬ ଏଟିଏମ୍ ଲୁଟେରା ଗିରଫ
ଭୁବନେଶ୍ୱର: କମିଶନରେଟ ପୋଲିସ କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଲୁଟେରାଜଣଙ୍କ ବୃଦ୍ଧବୃଦ୍ଧାଙ୍କୁ!-->…
Read More...
Read More...