Browsing Category

ରାଜ୍ୟ

ଓଡ଼ିଶାର କୋଭିଡ୍‌ ପରିଚାଳନା ମଡେଲକୁ ‘ହୁ’ର ପ୍ରଶଂସା

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍‌-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି। କୋଭିଡ଼ ପରିଚାଳନାରେ ଓଡ଼ିଶା ସରକାରଙ୍କ ତ୍ୱରିତ ପଦକ୍ଷେପ
Read More...

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି
Read More...

ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: : ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ
Read More...

ଏସବିଆଇର କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି'
Read More...

ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର: ମହାମାରୀ କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ । ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ତେଣୁ
Read More...

ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷା ସଫଳ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କ୍ରୁଜ୍ କ୍ଷେପରାସ୍ତ୍ର ‘ବ୍ରହ୍ମୋସ’ ବ୍ୟାବହାରିକ ପରୀକ୍ଷା ସଫଳ ହୋଇଛି । ଆଜି ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ପରୀକ୍ଷା କରାଯାଇଥିଲା
Read More...

୬ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଲୁଟେରାଜଣଙ୍କ ବୃଦ୍ଧବୃଦ୍ଧାଙ୍କୁ
Read More...

ଦୁଇ ଜାତୀୟ ରାଜପଥ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ପୁରୀ ୩୧୬ନଂ ଜାତୀୟ ରାଜପଥର ଉତ୍ତରା ଛକ ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାରେ ପିପିଲି ଥାନା ଅଧିକାରୀଙ୍କ ସମେତ କେତେକ କର୍ମଚାରୀ ଆକ୍ରାନ୍ତ ହେବା ସମୟରେ ଏହାର ସୁଯୋଗ
Read More...

୨ ଆକ୍ରମଣକାରୀ ୨ ଗିରଫ

ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲଯୋଡା ଗ୍ରାମରେ ୨୫ ରୁ ୩୦ଜଣ ଯୁବକ ମୁହଁରେ ମୁଖାପିନ୍ଧି ସୁଶାନ୍ତ କୁମାର ଖିଲାର ସହ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ବାମେବାରୀ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି ।
Read More...

ବିଦ୍ୟୁତ ଖୁଂଟ ପୋତିବାକୁ ଗ୍ରାମବାସୀଙ୍କ ବିରୋଧ

ଯାଜପୁର- ଗ୍ରାମବାସୀଙ୍କ ଯିବା ଆସିବା ରାସ୍ତାରେ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂଯୋଗ ପାଇଁ ବିଦ୍ୟୁତ ଖୁଂଟ ପୋତିବାକୁ ନେଇ ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତ ବାମଦେବପୁର ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପ
Read More...