Browsing Category

ରାଜ୍ୟ

ଶବଦାହ ପାଇଁ କାଠ ଅଭାବ

ଯୋଡା: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ବିଭିନ୍ନ ସମସ୍ୟା ମଧ୍ୟରୁ ଶବଦାହ ନିମନ୍ତେ କାଠ ଯୋଗାଡ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ପରିସୀମା ମଧ୍ୟରେ ଯୋଡା ସହର ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ସଦୃଶ୍ୟ ଦୈବାତ କାହାର ମୃତ୍ୟୁ…
Read More...

‘ମୋ’ ସାଇକେଲ୍ ଗୋଟାକୁ ୨୫ ହଜାର!

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କୁ୍ୟ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ ଦାମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ…
Read More...

ବେଦାନ୍ତର ଜନଶୁଣାଣି ଉପରେ ରହିତାଦେଶ

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଅଦାଲତରୁ ଏହି…
Read More...

ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର : ଝାରପଡ଼ା ଜେଲରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମାଓନେତା ଆଜାଦ୍ ଓରଫ୍ ଦୁନା କେଶନ ରାଓ ମଧ୍ୟ ଆକ୍ରାନ୍ତ ହୋଇଛନ୍ତିି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜେଲ୍ ଆଇସୋଲେସନ୍ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲୁଛି । ଖବର ପାଇ ଆଜାଦଙ୍କୁ ଭେଟିବା ଲାଗି ମା’ କୋମଲୁମା, ଭାଇ…
Read More...

ରାମ ମନ୍ଦିର ଆଗରେ ‘ଭିକ’ ମନା

ଭୁବନେଶ୍ୱର: ୟୁନିଟ-୯ ସ୍ଥିତ ରାମ ମନ୍ଦିର ଅଂଚଳକୁ ବିଏମ୍ସି ଭିକାରିକୁକ୍ତ ଅଂଚଳ ଘୋଷଣା କରିଛି । ଅର୍ଥାତ୍ ଏଠାରେ କେହି ଭିକ ମାଗିପାରିବେ ନାହିଁ । ଯଦି କେହି ଭିକ ମାଗୁଥିବା ଦେଖାଯାଏ ତେବେ ବିଏମ୍ସିଟିମ୍ ତାଙ୍କୁ ଉଠାଇନେଇ ନିକଟସ୍ଥ ଆଶ୍ରୟସ୍ଥଳୀରେ ଛାଡ଼ିଦେବ । କେବଳ ରାମମନ୍ଦିର…
Read More...

ସରକାରୀ କାର୍ଯ୍ୟାଳୟ ସବୁ ଶନିବାର ବନ୍ଦ

ଭୁବନେଶ୍ୱର: ଅକ୍ଟୋବର ମାସରେ ସରକାରୀ କାର୍ଯ୍ୟାଳୟ ଚାଲିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଇଡ୍ଲାଇନ୍ ଜାରି କରିଛି । ଭୁବନେଶ୍ୱର-କଟକରେ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଏପରି ଭାବେ କର୍ମଚାରୀଙ୍କୁ ଡ୍ୟୁଟି ପକାଯିବ, ଯେମିତି ଅଫିସ୍ର କାର୍ଯ୍ୟ…
Read More...

ଓଡ଼ିଶାର କୋଭିଡ୍‌ ପରିଚାଳନା ମଡେଲକୁ ‘ହୁ’ର ପ୍ରଶଂସା

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍‌-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି। କୋଭିଡ଼ ପରିଚାଳନାରେ ଓଡ଼ିଶା ସରକାରଙ୍କ ତ୍ୱରିତ ପଦକ୍ଷେପ…
Read More...

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି…
Read More...

ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: : ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ…
Read More...

ଏସବିଆଇର କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି'…
Read More...