Browsing Category

ରାଜ୍ୟ

ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର: ମହାମାରୀ କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ । ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ତେଣୁ…
Read More...

ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷା ସଫଳ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କ୍ରୁଜ୍ କ୍ଷେପରାସ୍ତ୍ର ‘ବ୍ରହ୍ମୋସ’ ବ୍ୟାବହାରିକ ପରୀକ୍ଷା ସଫଳ ହୋଇଛି । ଆଜି ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ପରୀକ୍ଷା କରାଯାଇଥିଲା…
Read More...

୬ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଲୁଟେରାଜଣଙ୍କ ବୃଦ୍ଧବୃଦ୍ଧାଙ୍କୁ…
Read More...

ଦୁଇ ଜାତୀୟ ରାଜପଥ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ପୁରୀ ୩୧୬ନଂ ଜାତୀୟ ରାଜପଥର ଉତ୍ତରା ଛକ ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାରେ ପିପିଲି ଥାନା ଅଧିକାରୀଙ୍କ ସମେତ କେତେକ କର୍ମଚାରୀ ଆକ୍ରାନ୍ତ ହେବା ସମୟରେ ଏହାର ସୁଯୋଗ…
Read More...

୨ ଆକ୍ରମଣକାରୀ ୨ ଗିରଫ

ଯୋଡା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସିଲଯୋଡା ଗ୍ରାମରେ ୨୫ ରୁ ୩୦ଜଣ ଯୁବକ ମୁହଁରେ ମୁଖାପିନ୍ଧି ସୁଶାନ୍ତ କୁମାର ଖିଲାର ସହ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ବାମେବାରୀ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି ।…
Read More...

ବିଦ୍ୟୁତ ଖୁଂଟ ପୋତିବାକୁ ଗ୍ରାମବାସୀଙ୍କ ବିରୋଧ

ଯାଜପୁର- ଗ୍ରାମବାସୀଙ୍କ ଯିବା ଆସିବା ରାସ୍ତାରେ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂଯୋଗ ପାଇଁ ବିଦ୍ୟୁତ ଖୁଂଟ ପୋତିବାକୁ ନେଇ ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତ ବାମଦେବପୁର ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପ…
Read More...

ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କରୋନା

ଯାଜପୁର- ବିଂଝାପୁର ବିଧାୟିକା ପ୍ରମିଳା ମଲ୍ଳିକ୍ କରୋନା ସଂକମ୍ରିତ ଥିବା ଜଣାପଡ଼ିଛି । ମହାମାରୀ କରୋନା ଓ ଗତ ବନ୍ୟା ସମୟରେ ବିଧାୟିକା ଶ୍ରୀମତୀ ମଲ୍ଳିକ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିବା ସହ ବନ୍ୟା ବିପନ୍ନଙ୍କୁ ସହଯୋଗ କରୁଥିବାର ଦେଖା ଯାଇଥିଲା । ତେବେ ବିଧାୟିକା କରୋନା ସଂକ୍ରମିତ…
Read More...

ଭଡାଟିଆ ଆକ୍ରମଣରେ ଘର ମାଲିକାଣୀ ମୃତ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୯ନଂ ୱାର୍ଡ କମାରସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରର ମାଲିକାଣୀକୁ ଜଣେ ଭଡାଟିଆ ଅତି ନୃଶଂସ ଭାବେ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଶାନ୍ତି ରୁଣ୍ଡାଙ୍କ ଘରେ କମଳେଶ ଯାଦବ ନାମକ ଜଣେ…
Read More...

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗ୍ରାହକଙ୍କ ଶୁଳ୍କ ରିହାତି ପ୍ରତ୍ୟାହାର କରିନେଲେ ଓ ଶୁଳ୍କ ହାର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କେବଳ ଘରୋଇ କମ୍ପାନୀର ଲାଭ ଗ୍ୟାରେଣ୍ଟି ପାଇଁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ବୋଝ ଲଦିଛନ୍ତି । ଏହାର ପ୍ରତିବାଦରେ…
Read More...

ଯୁବକର ଆତ୍ମହତ୍ୟା,ମଶାଣିରୁ ଶବକୁ ଜବତ କଲା ପୋଲିସ

ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ବେରବୋଇ ମୁଦୁଲି ସାହିର ଆତ୍ମହତ୍ୟା କରିଥିବା ଜନୈକ ଯୁବକର ଶବକୁ ସତ୍କାର ପାଇଁ ମଶାଣିକୁ ନେଉଥିବା ବେଳେ ଖବର ପାଇ ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ମଶାଣିରୁ ଶବକୁ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ବେରବୋଇ ମୁଦୁଲିସାହିର ଆବୁଆ ମୁଦୁଲିଙ୍କ ସାନ ପୁଅ…
Read More...