Browsing Category

ରାଜ୍ୟ

ଭଗତ୍ ସିଂଙ୍କ ୧୧୩ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଶହୀଦ-ଏ-ଆଜ କମ୍ରେଡ୍ ଭଗତ୍ ସିଂଙ୍କ ୧୧୩ତମ ଜନ୍ମବାର୍ଷିକୀରେ ଏ.ଆଇ.ଏସ୍.ଏଫ୍. ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ “ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଭଗତ ସିଂଙ୍କ ବିଚାର” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଭୁବନେଶ୍ୱର ୟୁନିଟ୍-୬ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।…
Read More...

ନନ୍ଦନକାନନ ଖୋଲିବ ୪ରୁ

ଭୁବନେଶ୍ୱର: ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ନନ୍ଦନକାନନ ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକମାନେ କେମିତି ପ୍ରାଣୀ ଉଦ୍ୟାନ ଭିତରେ ବୁଲି ଦେଖିବେ, ସେ ସମ୍ପର୍କରେ ନିର୍ଦ୍ଧିଷ୍ଟଭାବେ…
Read More...

ମନ୍ଦିର ଖୋଲିବା ସମ୍ଭବ ନୁହେଁ ହାଇକୋର୍ଟରେ ଜବାବ ଦାଖଲ କଲେ ସରକାର

କଟକ: ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ଯେ କୌଣସି ମନ୍ଦିର ବର୍ତମାନ ସ୍ଥିତିରେ ଖୋଲିଲେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିପାରେ ଓ ସବୁଠି ପୋଲିସ ମୁତୟନ କରି କଟକଣା ଜାରି କରିବା ସମ୍ଭବପର ନୁହେଁ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସିଜିଦ୍, ଗୁରୁଦ୍ୱାରା,…
Read More...

ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଗିରଫ

ବୌଦ୍ଧ: ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୁଲିସ। ସୂଚନା ଅନୁଯାୟୀ,  ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା…
Read More...

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ସଂପର୍କରେ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତେବେ ସେ ହୋମ୍ ଆଇସୋଲେସନରେ ଥିବା ଜଣାଇଛନ୍ତି। ଅନ୍ୟପକ୍ଷରେ ବିଗତ କିଛି ଦିନ ହେବ ତାଙ୍କ ସଂଶ୍ପର୍ଷରେ ଆସିଥିବା  ଲୋକମାନେ ନମୁନା ପରୀକ୍ଷା…
Read More...

ଆଉ ଜଣେ ବଣମଲ୍ଲି ବିରଜିନି

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଝିଅ ନିମିତା ମେଲେକା କିଛିଦିନ ତଳେ ସୁମଧୁର ଗୀତ ଗାଇ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ପରି ଆଉ ଜଣେ ବଣମଲ୍ଲି ବିରଜିନି ୩ଟି ଭାଷାରେ ଗୀତ ଗାଇ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି। ତାଙ୍କର ବୟସ ମାତ୍ର ୧୭…
Read More...

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଫଳରେ ରାଜ୍ୟ​ରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ଵର ଓ କଟକ ଓ ବାଲେଶ୍ଵରରୁ ଆଜି ୩ ଜଣ ଜଣ ଲେଖାଏଁ…
Read More...

କନିଷ୍ଠ ଯନ୍ତ୍ରୀ ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାରଲୋକେ

ସୁନ୍ଦରଗଡ଼ : କନିଷ୍ଠ ଯନ୍ତ୍ରୀ ସୁଧିର କୁମାର ନାୟକ ନିଖୋଜ ଥିବା ମଙ୍ଗଳବାର ଜଣାପଡ଼ିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଭସ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭସ୍ମା-କୁଣ୍ଡୁକେଲା ମଝି ସଫେଇ ନଦୀ ପୋଲରୁ ଯନ୍ତ୍ରୀଙ୍କ ବାଇକ ଚପଲ ଜବତ ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ନିଖୋଜ ଖବର ମିଳିବା…
Read More...

ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦ ଓ ଷ୍ଟେଟ ପୁଲରୁ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Read More...

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ଵର : କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ବିଧାୟକ ବୈଠକରେ ଭାଗ ନେଇଛନ୍ତି ।
Read More...