Browsing Category

ରାଜ୍ୟ

ହ୍ରାସ ପାଉଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି। ୨୪ ଘଣ୍ଟାରେ ମଧ୍ୟରେ ୭୦, ୫୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୬୧, ୪୫,୨୯୫ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୭୭୬ ଜଣଙ୍କର ମୃତ୍ୟୁ ସହ କରୋନା ଜନିତ…
Read More...

୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା କରୋନା ଟେଷ୍ଟ ମଧ୍ୟରୁ ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ବିଧାୟକ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର , ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି…
Read More...

ସବୁ ବସ୍ତି ହେବ ଆଦର୍ଶ କଲୋନୀ

ଭୁବନେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ କନଫରେନ୍ସି ଜରିଆରେ ଫକୀରମୋହଙ୍କ ଭୂମି, ଓଡିଆ ଭାଷର ସୂରକ୍ଷା ଭୂମି ବାଲେଶ୍ୱରରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି…
Read More...

ସ୍ୱଚ୍ଛ ଭାରତ ମିଶନକୁ ଖଣି କର୍ତୁପକ୍ଷଙ୍କ ବେଖାତିର୍

ତାଳଚେର: କେନ୍ଦ୍ର ସରକାର ସ୍ୱେଚ୍ଛଭାରତ ମିଶନ ଅଭିଯାନକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ବ୍ୟତୀକ୍ରମ ତାଳଚେର ଦେଉଳବଡ଼ା ଖଣିର କର୍ତୁପକ୍ଷ ରହୁଥବା କୋଲନୀ ଗୁଡ଼ିରେ ବିଭିନ୍ନ ସ୍ଥାନ ଓ ଡେ଼୍ରନ୍ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି । ଏହି କୁଢ଼କୁଢ଼…
Read More...

ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୦-୧୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ…
Read More...

ବାଲିକୁଦା ଥାନାରେ କରୋନା ଆତଙ୍କ

ଜଗତସିଂହପୁର: ଗତ ପ୍ରାୟ ୭ମାସ ଧରି କରୋନା ଭାଇରସ ନାକେଦମ କଲାଣି ମନୁଷ୍ୟ ଜଗତକୁ । କରୋନା ମୁକାବିଲା ପାଇଁ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଭୁତାଣୁ ସଂକ୍ରମଣ ହେବାକୁ ନଦେବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରଚେଷ୍ଟା ସତ୍ୱେ କରୋନାକୁ ଲଗାମ ଲଗାଇବା କାଠିକର ପାଠ ।…
Read More...

ଷଣ୍ଢ ଚୋରା ଚାଲାଣ : ଗାଡିଛାଡି ଦୁବୃତ ଫେରାର

କଟକ: ନିଆଳୀ ଥାନା ଅଞ୍ଚଳରେ ଗତ କିଛିଦିନ ଧରି ମେଣ୍ଢା, ଛେଳି, ଗାଇ ଚୋରାଚାଲାଣ ବୃଦ୍ଧି ପାଉଥିବାବେଳେ ଷଣ୍ଢ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ଦ୍ୱାରା ଗାଡି ଅଟକ ହେବା ପରେ ଗାଡି ଛାଡି ଦୁର୍ବୁତ…
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ବିଭ୍ରାଟକୁ ଏ.ଆଇ.ଡି.ଏସ୍.ଓ ର ଦୃଢ ନିନ୍ଦା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ ବିଭିନ୍ନ ମହିଳା ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷବର୍ଷ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଘଟଣାରେ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ସଙ୍ଗଠନର…
Read More...

ବିଜେପିର ଶତାଧିକ ଯୁବକଙ୍କ ଯୋଗଦାନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ରାଜନୈତିକ ଦଳରୁ ବହୁ କର୍ମୀ ଆଜି ବିଜେପିରେ ଯୋଗ ଦେଇଥିଲେ । ବାଲେଶ୍ୱର ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ…
Read More...

ବିଦ୍ୟୁତ ତାର ଲାଗି ବୃଦ୍ଧ ମୃତ

ଡେଲାଙ୍ଗ: ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ଅଧିନ ବାଲିହୁଙ୍କା ଗ୍ରାମର ଧାଡୁ ମାର୍ଥ(୫୦)ଙ୍କର ଘର ର ବିଦ୍ୟୁତ ସରବରାହ ଲାଗି ଚାଳରେ ଲଗାଯାଇଥିବା ସରର୍ଭିସ ପାଇପଟିକୁ ଆଜି ଅପରାହ୍ନ ୪ଟା ସମୟରେ ଏକ ମାଙ୍କଡ ଭାଙ୍ଗି ଦେଇଥିଲା । ତେବେ ଗୃହ ମାଲିକ ଧାଡୁ ଚାଳ ଉପରେ ଚଢି ଭାଙ୍ଗି…
Read More...