Browsing Category

ରାଜ୍ୟ

‘ଲାୟନ୍ସ କ୍ଲବ ଉମଙ୍ଗ’ର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାୟନ୍ସ କ୍ଲବ ଉମଙ୍ଗର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ହୋଟେଲ ଲକ୍କି ଇଣ୍ଟରନ୍ୟାସନାଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ପ୍ରକାଶ ଜେନା ବରେଣ୍ୟ ଅତିଥି ଭାବେ…
Read More...

ଆଲୁମୁନି ଆସୋସିଏସନର ଶୋକ

କେନ୍ଦ୍ରାପଡା- ବରିଷ୍ଠ ସମାଜସେବୀ ଆଡଭୋକେଟ ରବିନ୍ଦ୍ର କୁମାର ବେହେରାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ କଲେଜ ଆଲୁମୁନି ଆସୋସିଏସନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଲୁମୁନି ଆସୋସିଏସନ ସଭାପତି ପ୍ରଫେସର ଭରତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସଂପାଦକ ଗୋପିନାଥ…
Read More...

ବାରିପଦାରେ ସଟ୍ଡାଉନ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସେବା ଯୋଗାଇଦେବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି । ଏଭଳି ସ୍ଥିତରେ ପରିସ୍ଥ୍ିତକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ୩ତାରିଖ ଶନିବାର ପର୍ଯ୍ୟନ୍ତ ବାରିପଦା ସହରକୁୂ…
Read More...

ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିୟର ସିଟିଜେନ ଫୋରମର ବ୍ରହ୍ମପୁର ମହାନଗର ନିଗମ କମିଶନର ଓ ଉପଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନ ଫୋରମ ତରଫରୁ ନୁତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ ମହାନଗର କମିଶନର ଏବଂ ଶ୍ରୀ ଭି. କୀର୍ତୀ ୱାସନ ଆଇ.ଏସ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ପୁଷ୍ପତୋଡା ପ୍ରଦାନ କରି ସ୍ୱାଗତ…
Read More...

ଏସବିଆଇ ପକ୍ଷରୁ ଖୁଚୁରା ଋଣ ପୁନର୍ଗଠନ ପାଇଁ ଅନଲାଇନ ପୋର୍ଟାଲ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ଏକ ପୁନର୍ଗଠନ ନୀତି ଆଣିଛି ଯାହାର ଲକ୍ଷ୍ୟ ହେଉଛି କୋଭିଡ୍-୧୯ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଖୁଚୁରା କ୍ଷେତ୍ରର ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ…
Read More...

ଚାନ୍ଦିଲି ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ରାୟଗଡା: ଶିଳ୍ପନଗରୀ ଜେକେପୁର ସ୍ଥିତ ଚାନ୍ଦିଲି ଥାନାରେ ନୂତନ ଆଇଆଇସି ଭାବେ ନିଳାମ୍ବର ଜାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଦୀର୍ଘଦିନ ଧିରେ ଡିଏସପି ଅରୁପ ଅଭିଶେଖ ବେହେରା ଆଇଆଇସି ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ । ଗତ ୨୧ ତାରିଖ ଦିନ ନିଳାମ୍ବର ଜାନୀ ଚାନ୍ଦିଲି ଥାନାର…
Read More...

ଋଣ ଆଳରେ ଚାଷୀଙ୍କୁ ଶୋଷଣ

କଟକ: ମାତ୍ର ୧୦ ହଜାର ଟଙ୍କା ଋଣ ନେଇଥିବା ଚାଷୀଙ୍କ ମୁଣ୍ଡରେ ଏବେ ୩ ଲକ୍ଷ ଟଙ୍କାର ବୋଝ । ଆଦୌ ଋଣ ନେଇଥିବା ବ୍ୟକ୍ତିଙ୍କ ଖାତାରେ ବି ବଢ଼ି ଚାଲିଛି ଋଣ ବୋଝା ଏକଥା ଜାଣିଲା ବେଳକୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଅନେକ ଚାଷୀଙ୍କ ଅବସ୍ଥା ଏମିତି ଯେ, ସେମାନେ ଘର, ଜମିବାଡ଼ି ସବୁ ବିକି ଦେଲେ…
Read More...

ଅକ୍ଟୋବରରୁ ମିଠାରେ ରହିବ ‘ତମାଦି ଅବଧି’

କଲକାତା: ଏଥର ସମସ୍ତ ମିଷ୍ଟାନ୍ନରେ ଏକ୍ସପ୍ୟାରି ଡେଟ୍‌ ରଖାଯିବା ପାଇଁ କେନ୍ଦ୍ର ପକ୍ଷରୁ ବାଧ୍ୟତାମୂଳକ କରାଯିବା ନିର୍ଦେଶକୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ରାଜ୍ୟ ଖାଦ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେଦୃଷ୍ଟିରୁ ରାଜ୍ୟର ସମସ୍ତ ମିଠା ଦୋକାନରେ ଅକ୍ଟୋବର ପହିଲାରୁ…
Read More...

ଆକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ବର: ମହାମାରୀ କରୋନା ପାଇଁ  ବନ୍ଦ ରହିଥିବା ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଦୀର୍ଘ ଦିନ ପରେ ଖୋଲିବାକୁ ଯାଉଛି। ଆଜି ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ…
Read More...

ରାଜ୍ୟରୋ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ…
Read More...