Browsing Category

ରାଜ୍ୟ

୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ପୁଣି ଏଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ସର୍ଗିଗୁଡା ଗାଁ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର…
Read More...

୨୬୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
Read More...

ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ

ଯାଜପୁର: ଦଶରଥପୁର ବ୍ଳକର ବିଭିନ୍ନ ଅଂଚଳରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ଦଶରଥପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର…
Read More...

ନିର୍ମାଣ ପରେ ବି’ପାଇଖାନା ଅନୁପଯୋଗୀ

ଚମ୍ପୁଆ: ଗ୍ରାମାଚଂଳରେ ନିର୍ମାଣ କରାଯାଇଥିବା ପାଇଖାନା କାମରେ ଲାଗୁନଥିବା ତଥା ନିର୍ମାଣର ୨ ବର୍ଷ ପରେ ବି ଏହା ବ୍ୟବହାର ହେଉ ନଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଚମ୍ପୁଆ ବ୍ଲକ ବଡନଈ ପଂଚାୟତରଅନ୍ତର୍ଗତ ସାନନଈ ଗ୍ରାମର ଢୁଡାସାହିରେ । ସୂଚନା ଅନୁସାରେ ଆର୍ଥିକ ବର୍ଷ…
Read More...

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଏଥିରେ ଶମ୍ଭୁ ନାମରେ ପରିଚିତ ଏକ ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ । ଭୁବନେଶ୍ୱର-ପୁରୀ ରାସ୍ତାରେ ସାମନ୍ତାରାପୁର ଠାରେ ହତ୍ୟା କରାଯାଇଥିବା ଉପରୋକ୍ତ ଯୁବକଙ୍କ ମିଠା ଦୋକାନ ରହିଛି । ପୂର୍ବ ଶତୃତା…
Read More...

ହାଥରସ ଗଣଦୁଷ୍କର୍ମ :କଂଗ୍ରେସ ପକ୍ଷରୁ ମୋଦି, ଯୋଗୀଙ୍କ କୁଶପୁତଳିକା ଦାହ

ଯାଜପୁର: ଉତରପ୍ରଦେଶର ହାଥରସ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କାରୀମାନଙ୍କୁ ଫାସୀ ଦଣ୍ଡରେ ଦଣ୍ଡି କରାଯିବା ସହିତ ଉତରପୁଲିସର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ର୍ଦୁବ୍ୟବହାରକୁ କଂଗ୍ରେସ ପ୍ରତିବାଦ କରିଛି । ଏଥିନେଇ ଆଜି ଦଶରଥପୁର ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ…
Read More...

‘ସ୍ୱଚ୍ଛ ଭାରତ’ ପାଳନ କଲା ଲାୟନ୍ସ କ୍ଲବ ସ୍ମାଇଲ

ଭୁବନେଶ୍ୱର: ଅକ୍ଟୋବର ୨.୧୦୨୦୨୦ ତରିଖ, ପବିତ୍ର ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଅବସରରେ ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର ଆନୁକୂଲ୍ୟରେ ‘ସ୍ୱଚ୍ଛ ଭାରତ’ ୟୁନିଟ ୨ ହାଟର ପାର୍କିଂରେ ପାଳନ ହେଇଥିଲା । କ୍ଲବର ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି ପ୍ରସନ୍ନଜିତ୍ ମିିତ୍ର ସଂପାଦକ…
Read More...

ବନ୍ୟାରେ ଉଠାଜଳସଚେନର ୧୮୬ ପ୍ରକଳ୍ପ ଅଚଳ, ମରାମତି ପାଇଁ ଦାବୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାାଷୀମାନେ ପାଣି ପଂଚାୟତ ଗଠନ କରି ବିଭିନ୍ନ ଜଳଉସô ଗୁଡିକରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମ ଚାଷ କରି ଆସୁଥିଲେ । କିନ୍ତୁ୍ ଚଳିତ୨୦୨୦ମସିହା ଅଗଷ୍ଟ ୨୬/୨୭ ତାରିଖରେ ଚମ୍ପୁଆ ଉପଖଣ୍ଡରେ ପ୍ରବଳ ବର୍ଷା ହେବାୁର ନଦୀବଢ଼ି ହୋଇ ଥିଲା । ଫଳରେ…
Read More...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆଜି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ୩ ଦିନ ମଧ୍ୟ ବର୍ଷା ଜାରି ରହିବ। ଗତ ୨ ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଉପକୂଳରେ ରହିଥିବାରୁ କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ସାରା…
Read More...

୩୩୨୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
Read More...